Independence Day

ତୃତୀୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରର ମାହାତ୍ମା ଗାନ୍ଧୀ ମାର୍ଗ ଏବେ ଶିକ୍ଷକମୟ। ତିନିଦିନ ଧରି ବିଦ୍ୟାଳୟ  ଛାଡ଼ି ଧାରଣାରେ ହଜାର ହଜାର ଶିକ୍ଷକ। ରାଜ୍ୟର କୋଣଅନୁକୋଣରୁ ୩ ଦଫା ଦାବି ହାସଲ ପାଇଁ ରାଜଧାନୀରେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ଜଣେ ଓଡ଼ିଆ ସିନେମା ପ୍ରଯୋଜକ ପ୍ରମୋଦ ସ୍ଵାଇଁ। "ଅର୍ଚ୍ଚନା ମୋତେ ବ୍ଲାକମେଲ କରୁଥିଲେ" ଇଡି କାର୍ଯ୍ୟାଳୟକୁ ଯିବା...

ଟାଙ୍ଗରପାଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ,...

ବିଧାନସଭା ଶୀତ ଅଧିବେଶନ ପଞ୍ଚମ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲା ନାହିଁ ଗୃହ...

ଓଡ଼ିଶା କୁଲତା ସମାଜ ପାଇଁ ପୁରୀରେ ହେବ ଧର୍ମଶାଳା, ସରକାର ଯୋଗାଇବେ ଜମି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କୁଲତା ସମାଜ ନିମନ୍ତେ ପୁରୀରେ ଏକ ଧର୍ମଶାଳା ହେବ। ଏଥିପାଇଁ ରାଜ୍ୟ ସରକାର ଜମି ଏବଂ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁଲତା ସମାଜ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି...

ପଥିକଙ୍କ ତୃଷ୍ଣା ମେଣ୍ଟାଉଛି ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ଉପରେ ଥିବା କୂଅ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ):ପଥିକଙ୍କ ତୃଷ୍ଣା ମେଣ୍ଟାଉଛି ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟି ଉପରେ ରହିଥିବା କୂଅ। ଏହି କୂଅକୁ ବୌଦ୍ଧ ରାଜାଙ୍କ କୂଅ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଏହା...

ପୁଣି ଦିଲ୍ଲୀରେ ଚାଞ୍ଚଲ୍ୟ: ନିଶା ଔଷଧ ଦେଇ ହତ୍ୟା କରିବା ପରେ ସ୍ଵାମୀର ଶବକୁ ୧୦ ଖଣ୍ଡ କଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ନିଶା ଔଷଧ ଦେଇ ସ୍ଵାମୀକୁ ହତ୍ୟା କରିବା ପରେ ଶବର ୧୦ ଖଣ୍ଡ କରିଥିଲା ସ୍ତ୍ରୀ। ରାତିର ଅନ୍ଧାରରେ ପାପ ଘୋଡ଼ାଇବାକୁ ଚାଲିଥିଲା ପ୍ରୟାସ। ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଦିଲ୍ଲୀରୁ ଆସିଲା ଆଉ...

କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଲା ସହାୟତା: ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ୪୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କେନ୍ଦୁପତ୍ର ତୋଳାଳିଙ୍କୁ ୧,୦୦୦ ଟଙ୍କା ଏବଂ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ୧,୫୦୦ ଟଙ୍କା...

ଦୌଡ଼ ରାଣୀ ପିଟି ଉଷା ହେବେ ଭାରତୀୟ ଅଲିମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କିମ୍ବଦନ୍ତୀ ଧାବିକା ପିଟି ଉଷାଙ୍କୁ ବଡ଼ ଦାୟିତ୍ଵ। ଦୌଡ଼ ରାଣୀ ହେବେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ପ୍ରଥମ ମହିଳା ଅଧ୍ୟକ୍ଷା। ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ଦୌଡ଼ ରାଣୀ...

ଜିଆଇ ଟ୍ୟାଗ ଦୌଡ଼ରେ ଓଡ଼ିଶାରୁ ପାଞ୍ଚଟି ଉତ୍ପାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇରେ ଡିସେମ୍ବର ମାସ ୬ ତାରିଖରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରିର ବୈଠକ ଅନୁଷ୍ଠିତ ହେବ। ଏହି ଜିଆଇ ଟ୍ୟାଗ ପାଇଁ ଓଡ଼ିଶାରୁ ଗଜପତି ଜିଲ୍ଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ...