Independence Day

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରପଡ଼ା ଜିଲ୍ଲା ବାଲିଆ ବଜାର ବାଣ ପ୍ରତିଯୋଗିତା ଓ ବିସ୍ଫୋରଣ ଘଟଣାରେ ସୋମବାର ଦିନ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ଆଜି କଟକ ବଡ଼ ମଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ...

ବିଧାନସଭା ଶୀତ ଅଧିବେଶନ: ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ବିଧାନସଭା ଶୀତ ଅଧିବେଶ। ଏହି ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଛି। ସୋମବାର ପୁଣି ଏହାର ପୁନରାବୃତ୍ତି ହୋଇଛି। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ...

ଓଡ଼ିଶାରେ ଶୀତର ପ୍ରଭାବ ବୃଦ୍ଧି, ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୀତର ପ୍ରଭାବ ବହୁଳ ଭାବେ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଜାରି ରହିଛି ଶୀତଲହରୀ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ଥଣ୍ଡା ପବନ...

ଚାକିରି ଛାଡ଼ି ସଫଳ ଚାଷୀ ପାଲଟିଛନ୍ତି ରାୟଗଡ଼ାର ଯୁବ ଇଂଜିନିୟର ସତ୍ୟ ପ୍ରବୀଣ

ଓଡ଼ିଶାଲାଇଭ୍ ବ୍ୟୁରୋ  (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପେସାରେ ଜଣେ ଇଂଜିନିୟର, ହେଲେ ନିଶା ତାଙ୍କର ଚାଷ। ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ସହ ଆଉ...

କେନ୍ଦୁପତ୍ର ତୋଳାଳିଙ୍କୁ ଧମକ: ପାଇକମାଲ ଥାନାରେ ଅଭିଯୋଗ କଲେ ଟେମରି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବାବେଳେ ଏହାରି ମଧ୍ୟରେ ଶନିବାର ଦିନ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପାଇକମାଳ ବ୍ଲକ ଟେମରି ଗ୍ରାମର ଲୋକେ। ପାଇକମାଳ ଥାନାରେ...

ଲାଞ୍ଚ ନେବା ଅଭିଯୋଗରେ ଏଆରଆଇ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଏଆରଆଇ ଅମିତ କୁମାର ବେହେରା। ଜମି ପଟ୍ଟା କରାଇଦେବାକୁ ଜୟପୁର ସହରର ପାରାବେଢ଼ା ଛକଠାରେ ଟଙ୍କା ନେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା...

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସରେ ଇ-ସ୍କୁଟର ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାମ୍ପସ୍ ପରିସର ଏବଂ ସହର ମଧ୍ୟରେ ଯାତାୟତ କରିବା ଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ସ୍କୁଟର ଉପଲବ୍ଧ କରିଛି ‘ସୋଆ’। ପୂର୍ବରୁ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)...

ପଦ୍ମପୁର ଉପନିର୍ବାଚନ: ବିଜେପିର ଚାଲିଛି ପ୍ରଚାର ଜୋରଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି କମ୍ପୁଛି। ବିଭିନ୍ନ ପ୍ରସଂଗ ଓ ପ୍ରତିଶ୍ରୁତିକୁ ନେଇ ଚାଲିଛି ପ୍ରଚାର କାର୍ଯ୍ୟ। ଶନିବାର ଦିନ ଝାରବନ୍ଧ ବ୍ଲକର କୁମିର...

ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ନଭେମ୍ଵର ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା...

ଇସ୍ରୋ ପକ୍ଷରୁ ଓସେନସ୍ୟାଟ-୦୬ ସହ ଅନ୍ୟ ନାନୋ ସ୍ୟାଟେଲାଇଟର ସଫଳ ଉତକ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ୯ଟି ସ୍ୟାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଶନିବାର ସକାଳ ୧୧ଟା ୫୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି।...