Independence Day

ଆଜି ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଉତ୍ତର ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ...

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମିଶନ ଶକ୍ତି ମା’ଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍...

ଅଠାଓ୍ଵାଲେଙ୍କ ବୟାନକୁ ନେଇ ସରଗରମ ଓଡ଼ିଶା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନକୁ ନେଇ ଏବେ ସରଗରମ ଓଡ଼ିଶା ରାଜନୀତି। ଏହା ରାମଦାସଙ୍କ ନିଜସ୍ଵ ମତ ବୋଲି ବିଜେପି କହୁଥିବାବେଳେ କଂଗ୍ରେସ କହୁଛି ସିବିଆଇ ଏବଂ ଇଡି ଭଳି ସଂସ୍ଥା...

ରାସ୍ତାରୁ ଆରମ୍ଭ ହୋଇ କୋର୍ଟରେ ପହଞ୍ଚିଲା ପ୍ରକୃତି-ତୃପ୍ତି କଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଗତ ଜୁଲାଇ ୨୩ ତାରିଖରେ ରାସ୍ତାରୁ ଆରମ୍ଭ ହୋଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି।...

ବୁଡ଼େଇଦେଲା ବନ୍ୟା: ଛିଣ୍ଡା ପାଲ ପାଲଟିଛି ଆଶ୍ରୟସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁକିଛି ଉଜାଡ଼ି ଦେଲା ବନ୍ୟା। ନା ଖାଇବାକୁ ଦାନା ଅଛି ନା ରହିବାକୁ ଘର। ସବୁକିଛି ବନ୍ୟା ପାଣିରେ ବୁଡ଼ି ରହିଛି। ସବୁ ଉଜୁଡ଼ିଯିବା ପରେ ଏବେ ରାସ୍ତାକଡ଼ରେ ଛିଣ୍ଡା ପାଲ...

ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କର ସୋମବାର ରାତିରେ ଗୋଆଠାରେ ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ...
Asam flood

ବନ୍ୟା ସ୍ଥିତି: କମୁଛି ପାଣି, ବଢ଼ୁଛି ଦୁର୍ଦଶା

ଓଡ଼ିଶାଲାଇଭ୍ ବ୍ୟୁରୋ   ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ ଲୋକଙ୍କ ଦୁଃଖ ଦୁର୍ଦଶା କମିନି। ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକ ବ୍ୟାପକ ଭାବେ...

ଆଜିଠୁ ପୁଣି ଭିଜିବ ଓଡ଼ିଶା: ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣପାଗ ବିଭାଗ। ଅବପାତ ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ଥିବାବେଳେ, ଏହା ପଶ୍ଚିମ ଦିଗରେ...

ନବୀନଙ୍କୁ ଏନ୍‍ଡିଏରେ ସାମିଲ ପାଇଁ ଅଠାୱାଲେଙ୍କ ଆହ୍ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏନ୍‍ଡିଏରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମ୍‍ଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ସେ ନବୀନଙ୍କୁ ନିବେଦନ କରିଥିଲେ। ଏଥର କିନ୍ତୁ ତାଙ୍କର ଅପିଲ୍‍ ତରିକା ସାମାନ୍ୟ ଭିନ୍ନ...

ସରୁନି ପୋଲ ନିର୍ମାଣ କାମ: ଭାର ଯୋଗେ ନଦୀ ପାର ହେଉଛନ୍ତି ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରୁନି ଚାବେରୀ ନଦୀ ଉପରେ ପୋଲ ନିର୍ମାଣ କାମ। ୩ ବର୍ଷରୁ ଅଧିକ ସମୟ ହେବ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ...