ବୁଡ଼େଇଦେଲା ବନ୍ୟା: ଛିଣ୍ଡା ପାଲ ପାଲଟିଛି ଆଶ୍ରୟସ୍ଥଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁକିଛି ଉଜାଡ଼ି ଦେଲା ବନ୍ୟା। ନା ଖାଇବାକୁ ଦାନା ଅଛି ନା ରହିବାକୁ ଘର। ସବୁକିଛି ବନ୍ୟା ପାଣିରେ ବୁଡ଼ି ରହିଛି। ସବୁ ଉଜୁଡ଼ିଯିବା ପରେ ଏବେ ରାସ୍ତାକଡ଼ରେ ଛିଣ୍ଡା ପାଲ...
ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କର ସୋମବାର ରାତିରେ ଗୋଆଠାରେ ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ...
ବନ୍ୟା ସ୍ଥିତି: କମୁଛି ପାଣି, ବଢ଼ୁଛି ଦୁର୍ଦଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ ଲୋକଙ୍କ ଦୁଃଖ ଦୁର୍ଦଶା କମିନି। ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକ ବ୍ୟାପକ ଭାବେ...
ଆଜିଠୁ ପୁଣି ଭିଜିବ ଓଡ଼ିଶା: ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣପାଗ ବିଭାଗ। ଅବପାତ ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ଥିବାବେଳେ, ଏହା ପଶ୍ଚିମ ଦିଗରେ...
ନବୀନଙ୍କୁ ଏନ୍ଡିଏରେ ସାମିଲ ପାଇଁ ଅଠାୱାଲେଙ୍କ ଆହ୍ୱାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନ୍ଡିଏରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମ୍ଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ସେ ନବୀନଙ୍କୁ ନିବେଦନ କରିଥିଲେ। ଏଥର କିନ୍ତୁ ତାଙ୍କର ଅପିଲ୍ ତରିକା ସାମାନ୍ୟ ଭିନ୍ନ...
ସରୁନି ପୋଲ ନିର୍ମାଣ କାମ: ଭାର ଯୋଗେ ନଦୀ ପାର ହେଉଛନ୍ତି ରୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରୁନି ଚାବେରୀ ନଦୀ ଉପରେ ପୋଲ ନିର୍ମାଣ କାମ। ୩ ବର୍ଷରୁ ଅଧିକ ସମୟ ହେବ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ...
ସଫ୍ଟୱେୟାର ଇଞ୍ଜିନିଅର ଶ୍ୱେତା କୁମାରୀଙ୍କ ମୃତ୍ୟୁ ରହସ୍ୟ ଖୋଲୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫ୍ଟୱେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ କଥା ଏବେ ସାମ୍ନାକୁ ଆସିବାକୁ ଲାଗିଛି। ଶ୍ୱେତାଙ୍କ ମୃତ୍ୟୁ ପଛରେ କାରଣ ପ୍ରେମ ଓ ପ୍ରତାରଣା ରହିଥିବା କୁହାଯାଉଛି।
ପ୍ରେମ...
ପୂଜା ପାଇବେ ୫୦ ଫୁଟ୍ ଉଚ୍ଚ ଗଣେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ହଟିବା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଧୂମଧାମରେ ହେବାକୁ ଯାଉଛି ଗଣେଶ ପୂଜା। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇସାରିଛି ପୂଜା ଆୟୋଜନ।...
ବିପଦ ସମୟରେ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟା ହେଉ କିମ୍ବା ବାତ୍ୟା। ଏହିଭଳି ପରିସ୍ଥିତିରେ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥାଏ। କିଛି ବ୍ୟବସାୟୀ ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବ ରହିଥିବା ଦର୍ଶାଇ...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ମଙ୍ଗଳବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।...





















