ବନ୍ୟା ପାଇଁ ଅଟକିଲା ଏଏସଓ ଲିଖିତ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି। ରାଜ୍ୟରେ ସୃଷ୍ଟି ହୋଇଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି...
ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଅପରାହ୍ଣ ୩ଟାରେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ୫ଟି ଜିଲ୍ଲାର ସ୍ଥିତି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଜିଲ୍ଲାଗୁଡ଼ିକ...
ରାଜ୍ୟ ଓ ଜାତୀୟ ରାଜପଥରେ ହେଲମେଟ୍ ଯାଞ୍ଚ କଡ଼ାକଡ଼ି: ଦିନକରେ କଟିଲା ୨,୦୭୩ ଇ-ଚାଲାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ଦୁଇ ଚକିଆ ଯାନ ଆରୋହୀ କେବଳ ଭୁବନେଶ୍ଵର ସହରରେ ହେଲମେଟ୍ ପିନ୍ଧୁଥିବାବେଳେ ଜାତୀୟ କିମ୍ବା ରାଜ୍ୟ...
ଜାତିଆଣ ମାମଲା: ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୌଣସି ନା କୌଣସି ଘଟଣାକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଷ୍ଟାର କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତି। କେତେବେଳେ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି...
ବିଜେପିରେ ବଡ଼ ପରିବର୍ତ୍ତନ: ସଂସଦୀୟ ବୋର୍ଡରୁ ବାଦ ପଡ଼ିଲେ ନିତିନ ଗଡ଼କରୀ ଏବଂ ଶିବରାଜ ସିଂ ଚୌହ୍ଵାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି। କେନ୍ଦ୍ରୀମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି। ଏହା ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ...
ବନ୍ୟାସ୍ଥିତିର ସମୀକ୍ଷା: ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଜାରି ରହିଛି ବନ୍ୟା ପରିସ୍ଥିତି। ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ୧୦ଟି ଜିଲ୍ଲା। ଅନେକ ଘର ବନ୍ୟା ପାଣିରେ ବଡ଼ି ରହିଥିବାବେଳେ ଏବେବି ଜଳଘେରରେ ପସିଛନ୍ତି ଅନେକ। ଏହାରି...
ସବୁ ଧୋଇନେଲା ବନ୍ୟା ଜଳ: ଜଗତସିଂହପୁର କୁଜଙ୍ଗ ବ୍ଲକରେ ଆଉ ଏକ ଘାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ନିକଟରେ ଆଉ ଏକ ଘାଇ ସୃଷ୍ଟି ହୋଇଛି। ତେରମାଣପୁର ନିକଟ ମହାନଦୀ ଘେରିବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ତେରମାଣପୁର ଏବଂ କୋଟସାହି...
ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩...
ଦୁର୍ଦଶା ବଢ଼ାଇଲା ବନ୍ୟା: ୨ ଲକ୍ଷ ଲୋକ ପ୍ରଭାବିତ, ୨୬ ହଜାର ସ୍ଥାନାନ୍ତରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି। ଜଳ ଘେରରେ ଅନେକ ପରିବାର। କେଉଁଠି ଘାଇ ସୃଷ୍ଟି ହୋଇଛି ତ, ଆଉ କେଉଁଠି ବନ୍ୟା ପାଣିରେ ଘର ବୁଡ଼ିଯାଇଛି। ଗତ ୩ରୁ ୪...
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର: ରିଚାର୍ଜ ଅନୁସାରେ ମିଳିବ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ସ୍ମାର୍ଟ ମିଟର ସେବା। କୋରାପୁଟର ଜୟପୁରରେ ଟାଟା ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଛି।
ଏହି ବିଦ୍ୟୁତ୍ ସେବା ବର୍ତ୍ତମାନ ଉଭୟ ପ୍ରିପେଡ ଏବଂ...





















