Independence Day

ଅଧାରେ ଅଟକିଛି ଜାଗନୀଗୁଡ଼ା ଗାଁର ସୁନାମଣୀଙ୍କ ଆବାସ ଘରେ ରହିବାର ସ୍ଵପ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଜାଗନୀଗୁଡ଼ା ଗାଁର ସ୍ଵର୍ଗତ ପୁରନ ଭାତନାୟକଙ୍କ ପତ୍ନୀ ସୁନାମଣୀ ଭାତନାୟକ(୮୦) ଆବାସ ଘରେ ରହିବାକୁ ଚାହିଁ ହରିଛନ୍ତି। କିନ୍ତୁ ଅଧାରେ...

ଓଡ଼ିଶାଲାଇଭ୍ ଟିମ୍ ସହ ସ୍ୱାମୀ ସରୋଜଙ୍କ ଜନ୍ମଦିନ ପାଳିଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଖୁସିର ଦିନ କେବେ ଆସିବ ତାକୁ ଅପେକ୍ଷା କଲେ ଖୁସି ମିଳେନି। ବରଂ ଛୋଟ ଛୋଟ ଖୁସି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଆଜି ମୋ ସ୍ୱାମୀ ସରୋଜଙ୍କ ଜନ୍ମଦିନ...

ଜୁନ ୨ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୨ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ମୋଟ ୬୪ଟି କେନ୍ଦ୍ରରେ ଅଫଲାଇନ ଏବଂ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ କରାଯିବ ବୋଲି...

ଓକାକରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ପରିସରରେ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟନ କରିଛନ୍ତି। ଏହି ସେଣ୍ଟର ସରକାରୀ ଓ୍ଵେବସାଇଟକୁ ସୁରକ୍ଷା ଯୋଗାଇବ। ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ...

ନନ୍ଦନକାନନଠାରେ ରାଜ୍ୟର ପ୍ରଥମ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କାର ପାର୍କିଂକୁ ନେଇ ଏବେ ଚିନ୍ତା ଦୂର ହେବ। ପାର୍କିଂକୁ ନେଇ ଭୁବନେଶ୍ଵର-ନନ୍ଦନକାନନ ରାସ୍ତାରେ ଜମୁଥିବା ଭିଡ଼ ମଧ୍ୟ କମିବ। କାରଣ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନଠାରେ ତିନି ମହଲା...

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡିଆରେ କେହିକାହାକୁ ମନ୍ତବ୍ୟ ଦେଇପାରିବେ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। କେହି କାହାକୁ ଆକ୍ଷେପ କରି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିପାରିବେ ନାହିଁ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ...

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ଅଦାଲତ। ଏନଡିପିଏସ କୋର୍ଟରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରେ(ଏନସିବି) ଚାର୍ଜସିଟ ଦାଖଲ କରିଥିଲା। ଏହି ଚାର୍ଜସିଟରେ...

ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇଛି ମୋ ସରକାର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋ ସରକାର ସମୀକ୍ଷା ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି ଜନସାଧାରଣ ଓ ସରକାର ମଧ୍ୟରେ...

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଲିବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ...

ଆଜିଠୁ ଦୁଇଦିନ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଧର୍ମଘଟ ଯୋଗୁଁ ଶୁକ୍ରବାର ଓ ଶନିବାର ଦୁଇଦିନ ପାଇଁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆଜିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ...