ଠିକ୍ ସମୟରେ ଚିକିତ୍ସା କରାଇଲେ ସ୍ପଣ୍ଡିଲାଇଟିସ୍ ସମସ୍ୟାରୁ ଉପଶମ ମିଳିପାରିବ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=n-U18Ic9gI8]
ଠିକ୍ ସମୟରେ ରୋଗକୁ ଚିହ୍ନି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦ୍ଵାରା ସ୍ପଣ୍ଡିଲାଇଟିସ ରୋଗରୁ ଉପଶମ ମିଳିପାରିବ ବୋଲି ଓ୍ଵାର୍ଲ୍ଡ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ ଡେ’ ଅବସରରେ କହିଛନ୍ତି ରୁମାଟୋଲୋଜିଷ୍ଟ...
ଆଇପିଏଲରୁ ସନ୍ନ୍ୟାସ ନେବେ ଅମ୍ବାତି ରାଇଡୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଷ୍ଟାର ପ୍ଲେୟର ଅମ୍ବାତି ରାଇଡୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୨୦୨୨ ସିଜିନ ତାଙ୍କର ଶେଷ ଆଇପିଏଲ ହେବ ବୋଲି ସେ କହିଛନ୍ତି। ଏହି ସିଜିନରେ...
ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟଠାରେ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି...
ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ: କାର୍ଯ୍ୟାଳୟରେ ପଶି ରାହୁଲ ଭଟ୍ଟଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି କଶ୍ମୀର ପଣ୍ଡିତ। ରାହୁଲ ଭଟ୍ଟ ନାମକ ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ରାହୁଲ ଭଟ୍ଟ ଜମ୍ମୁକଶ୍ମୀର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଏକ ତହସିଲରେ ରାଜସ୍ଵ...
ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୧୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ରାଜ୍ୟସଭା ସାଂସଦ...
ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର। ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ନିଯୁକ୍ତି ମିଳିଛି। ଆସନ୍ତା ମେ’ ୧୫ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ...
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପ ରେଖ। ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡଟେକିବା ସହ ଏହାକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ଏହି ପ୍ରକଳ୍ପକୁ ନେଇ...
ଆସିଲାନି ‘ଅସାନି’: ମେ’ ୧୭ ଯାଏଁ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟାକୁ ନେଇ ଲାଗି ରହିଥିବା ଭୟରୁ ରାଜ୍ୟବାସୀ ନିସ୍ତାର ପାଇଛନ୍ତି। ବାତ୍ୟା ‘ଅସାନି’ ଭୟ ଟଳିଥିବାବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ...
ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବିଜ୍ଞାନ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଏସ୍ଆଇଆର୍-ଆଇଏମ୍ଏମ୍ଟିରେ ମେ’ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରତିଯୋଗିତା ‘ବିଜ୍ଞାନ ମେଳା’ ଆୟୋଜିତ ହୋଇଥିଲା। ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର...
ନିର୍ଯାତନାର ନିଆଁଖୁଣ୍ଟା, ଲାଲ ମହଲର କଳା କାହାଣୀ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୬)
ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...





















