ଦଣ୍ଡପର୍ବ ପାଇଁ ଉତ୍ସବମୁଖର ନୟାଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଣ୍ଡପର୍ବ ପାଇଁ ଉତ୍ସବମୁଖର ହୋଇଛି ନୟାଗଡ଼ ଜିଲ୍ଲାର ପୁରପଲ୍ଲୀ। ଗାଁଠାରୁ ସହର ପର୍ଯ୍ୟନ୍ତ ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ମହିମା ଗାନ କରୁଛନ୍ତି ଦଣ୍ଡ ଉପାସକ। ଚୈତ୍ର ମାସରେ ନୟାଗଡ଼...
ରାଜଧାନୀ ଭୁବନେଶ୍ଵରକୁ ୭୪ ବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଅସନ୍ତୁଷ୍ଟ ହେଲେ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୩ ତାରିଖ ରାଜଧାନୀ ଭୁବନେଶ୍ଵରର ୭୪ ତମ ପ୍ରତିଷ୍ଠା ଦିବସ। ତିନିଦିନ ଧରି ପ୍ରତିଷ୍ଠା ଉତ୍ସବ ପାନଳ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସମ୍ପର୍କ...
ଦୁଇ ବର୍ଷ ପରେ ସାମ୍ବାଦିକଙ୍କ ଲାଗି ଆସନ୍ତା ୧୮ରୁ ଖୋଲିବ ଲୋକସେବା ଭବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ଲାଗି ଖୋଲିବ ଲୋକସେବା ଭବନ। କୋଭିଡ ମହାମାରୀ ଯୋଗୁଁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। କୋଭିଡ...
ହେମଗିର ବ୍ଲକର ୫ଟି ପଞ୍ଚାୟତ ପାଇଁ ୧୧୯ଟି ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ...
ବିଶ୍ଵର ଏକ ନମ୍ବର ସହର ହେବ ଭୁବନେଶ୍ଵର – ସୁଲୋଚନା ଦାସ
ସଂଗୀତା ମାନସିଂହ
[youtube https://www.youtube.com/watch?v=tRMO0uwQJBI]
ସାମ୍ବାଦିକରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରକୁ ବିଶ୍ଵର ଏକ ନମ୍ବର ସହରରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଓଡ଼ିଶାଲାଇଭ୍କୁ ସ୍ଵତନ୍ତ୍ର...
ବଡ଼ ଭାଇର ବଂଶ ବୁଡ଼ାଇଲା: ୫ ଜଣଙ୍କୁ ପିଟି ପିଟି ହତ୍ୟା କଲା ସାନଭାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
“ସେମାନେ ସମସ୍ତେ ମତେ ପିଟିଲେ। ମୋ ମୁଣ୍ଡ କିଛି କାମ କଲାନି। ମୁଁ ରାଗି ଗଲି, ସମସ୍ତଙ୍କୁ ପିଟି ପିଟି ମାରିଦେଲି। ମୁଁ ଯାଉଛି ଥାନାରେ ଆତ୍ମସମର୍ପଣ କରିବି। ଆଇନ ଯାହା...
ଅତ୍ୟାଧୁନିକ ହେବ ଭାରତୀୟ ସେନା: କମିବ ମାନବ ସମ୍ବଳ, ବଢ଼ିବ ଜ୍ଞାନକୌଶଳ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ପାଖରେ ରହିଛି ବିଶ୍ୱର ତୃତୀୟ ବୃହତ ସେନାନୀ। ପ୍ରତିବର୍ଷ ପ୍ରାୟ ୬୦ ହଜାରରୁ ଅଧିକ ସୈନିକ ଓ ଅଧିକାରୀ ଭାରତୀୟ ସେନାରୁ ଅବସର ନିଅନ୍ତି। ବର୍ଷକୁ ପ୍ରାୟ ୧୦୦ଟି ନିଯୁକ୍ତି...
ଭୁବନେଶ୍ୱର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂତନ ଭିତ୍ତିଭୂମି ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି। ଶନିବାର ଭୁବନେଶ୍ୱର-ଉତ୍ତର...
ପାକିସ୍ତାନରେ ଆରମ୍ଭ ହେଲା ‘ଶାହବାଜ’ ଯୁଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଏକ ମାସ ଧରି ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିଛି। ପାକିସ୍ତାନ ମୁସଲିମ ଲିଗ୍(ପିଏମ୍ଏଲ୍—ଏନ୍) ନେତା ଶାହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ...
ବଦଳିଲେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପରିବର୍ତ୍ତନ ହୋଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ୍ ଲଳିତ ଦାସଙ୍କର ବଦଳି ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ବଦଳିବା ପରେ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି ଆଇପିଏସ୍ ଆର...




















