ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପରିବର୍ତ୍ତନ ହୋଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ୍ ଲଳିତ ଦାସଙ୍କର ବଦଳି ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ବଦଳିବା ପରେ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି ଆଇପିଏସ୍ ଆର କେ କୋଚେଙ୍କୁ।

ଏବେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵରେ ରହିବେ ନାହିଁ ଆଇପିଏସ୍ ଲଳିତ ଦାସ। ଏବେ ତାଙ୍କର ଦାୟିତ୍ଵ ବଦଳିଛି। ଏହି ପରିବର୍ତ୍ତନ ପରେ ଏବେ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି ଦାୟିତ୍ଵ ମିଳିଛି। ଆଇପିଏସ୍ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି।

Tags: #StateIntelligenceDirector #IPSRPKoche #IPSLalitDas

Comment