Independence Day

ଭୁବନେଶ୍ଵର ପଳାଶୁଣୀ ଭୟାନକ ସିରିଜ୍ ଦୁର୍ଘଟଣା – ଏକ ଦୁର୍ଘଟଣା ନା ସ୍ପଷ୍ଟ ଦିବାଲୋକରେ ହତ୍ୟା?

ନୀଳାମ୍ବର ରଥ ବେପରୁଆ ଭାରିଯାନ ଚାଳନା ଆମ ରାଜ୍ୟରେ ସଡ଼କକୁ କିପରି ମୃତ୍ୟୁ ପଥରେ ପରିଣତ କରିଛି ଭୁବନେଶ୍ଵର ପଳାଶୁଣୀ, କଟକର ୪୨ ମୌଜା ଏବଂ ରାଜଗାଙ୍ଗପୁରର ତିନୋଟି ଦୁର୍ଘଟଣା ତା’ର ତାଜା ଉଦାହରଣ।...

ନୂଆ ବୈଦେଶିକ ସଚିବ ବିନୟ କ୍ଵାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ଵ ତୁଲାଇବେ ବିନୟ କ୍ଵାତ୍ରା। ବତ୍ତର୍ମାନ ବୈଦେଶିକ ବ୍ୟାପାର ସଚିବ ରହିଥିବା ହର୍ଷବର୍ଦ୍ଧନ ସ୍ରିଙ୍ଗଲା ଏପ୍ରିଲ ମାସ ଶେଷ ସୁଦ୍ଧା ଅବସର ଗ୍ରହଣ କରିବେ।...

ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ମାରି ଦୁଇ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣି): ବେଆଇନ ଇଟାଭାଟି ନିର୍ମାଣ ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ପଶି ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ...

ନୃତ୍ୟ ସଂଗୀତରେ ସରିଲା ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଯୋଗ ଦେଇଥିଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ। ବିଭିନ୍ନ ରକମର ଘରକରଣା ଉପକରଣ ସାଙ୍ଗକୁ...

ବଡ଼ଦେଉଳ ଚୁଲି ଭଙ୍ଗା ଘଟଣା: ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ – ପୁରୀ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ବିଶୃଙ୍ଖଳା ସୀମା ଟପିଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୪୦ରୁ ଊର୍ଦ୍ଧ୍ଵ...

ମାନସ ମର୍ଡର ମିଷ୍ଟ୍ରି: ଫିଟିପାରୁନି ଗୁମର, ପୁଣି ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକଣ୍ଡ ଉପରୁ ଏଯାଏଁ ପରଦା ହଟି ପାରୁନାହିଁ। କେବଳ ହତ୍ୟାକାଣ୍ଡ ନୁହେଁ ‘ମେମୋରି ଚିପ’ର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁ ନାହିଁ। ମାନସ ହତ୍ୟାକାଣ୍ଡର...

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା !

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ ସହ ଉପକୂଳ...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଶନିବାର ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ...

କିଏ ହେବେ ଭାରତର ନୂଆ ରାଷ୍ଟ୍ରପତି ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ରାଷ୍ଟ୍ରପତି ନିର୍ବାଚନ। ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଜୁଲାଇ ମାସରେ ହିଁ ରାଷ୍ଟ୍ରପତି ନିର୍ବାଚନ ହେବ।...

ଆଉ ୬ ମାସ ମାଗଣା ଚାଉଳ ଦେବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ ମିଳିବ। ଏ ନେଇ ଓଡ଼ିଶା ଦିବସ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ...