ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା: ଗଠନ ହେଲା ୮ ଜଣିଆ ଗୃହ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଭୟ ବିଧାନସଭା ଏବଂ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗ ଉଠିଲା। ପୂର୍ବରୁ ବିରୋଧୀ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଶ୍ରୀମନ୍ଦିର...
ସଙ୍କଟରେ ଶ୍ରୀଲଙ୍କା: ଖାଦ୍ୟ ସାମଗ୍ରୀ ଅଭାବ, ମିଳୁନି ଔଷଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି। ବୈଦେଶିକ ୠଣ ଭାର ରେକର୍ଡସ୍ତର ଛୁଇଁଥିବାବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଛି। ଦେଶରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ ସାଂଗକୁ...
ରାଜ୍ୟରେ ମହଙ୍ଗା ହେବ ବସ୍ ଯାତ୍ରା, ବଢ଼ିଲା ଭଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଦେଶ ତଥା ରାଜ୍ୟରେ ଲଗାତର ୧୦ ଦିନ ହେଲା ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବସ୍ ଭଡ଼ାରେ...
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ସତ ଓଗାଳିଲା ରଂଜନ ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡରେ...
ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ ପାଇଁ ଗଣିତ ବାଧ୍ୟତାମୂଳକ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଜିନିଅରିଂ ପାଠପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଇଂଜିନିଅରିଂ ପାଠପଢ଼ିବାକୁ ହେଲେ ପୂର୍ବରୁ ଗଣିତ ପାଠପଢ଼ିଥିବା ବାଧ୍ୟତାମୂଳକ ନୁହେଁ। ଏକ ତୃତୀୟାଂଶ ଇଂଜିନିଅରିଂ ପାଠପଢ଼ା ପାଇଁ ଗଣିତ ବାଧ୍ୟତାମୂଳକ...
ଆଜି ସରିବ ବିଧାନସଭା ବଜେଟ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଶେଷ ହେବ ବିଧାନସଭା ବିଜେଟ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ଗୃହରେ ବ୍ୟୟ ମଞ୍ଜୁରି ବିଲ ପାରିତ ହେବ। ଗତ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କାମଚଳା...
ରାଉରକେଲାରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ – ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ମିଳିବ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ...
କୋଭିଡ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି – ମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଛତୁ ଏବଂ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର, ବାଇଗଣ ଉତ୍ପାଦନରେ ୨ ନମ୍ବର ଏବଂ ଚାଉଳ ଉତ୍ପାଦନରେ ୪...
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଗରମ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗ୍ରୀଷ୍ମ...





















