ଘରେ କେମିତି ତିଆରି କରିବେ ମାସ୍କ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଘରୁ ବହାରିଲେ ମାସ୍କ ପିନ୍ଧିବାକୁ...

ଅତ୍ୟଧିକ ମଦ୍ୟପାନ ରକ୍ତଚାପକୁ ପ୍ରଭାବିତ କରିଥାଏ କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟ୍ରେସ୍‌, ଖାଦ୍ୟପେୟରେ ଅନିୟମିତତା, ମେଦବହୁଳତା, କ୍ୟାଫେନ୍‌ଯୁକ୍ତ ପାନୀୟ, ଧୂମପାନ ଓ ମଦ୍ୟପାନ ହୋଇଥାଏ ଉଚ୍ଚ ରକ୍ତଚାପର କାରଣ। ଅତ୍ୟଧିକ ମଦ୍ୟପାନ ରକ୍ତଚାପ ସ୍ତର ବଢ଼ାଇଥାଏ। ଯଦି ଗୋଟିଏ ଥରରେ ଆପଣ ଅଧିକ ମଦ...

ହାଇପୋଟେନ୍‌ସନ୍‌ ବା ନିମ୍ନ ରକ୍ତଚାପର ଲକ୍ଷଣ ଓ ଚିକିତ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ବା ହାଇପରଟେନ୍‌ସନ୍‌ ବିଷୟରେ କଥା ହେବାର ଦେଖିବାକୁ ମିଳିଛି। ହେଲେ ନିମ୍ନ ରକ୍ତଚାପ ବା ହାଇପୋଟେନ୍‌ସନ୍‌ ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସିଷ୍ଟୋଲିକ ଚାପ...

ଓ୍ୱାର୍କ ଫ୍ରମ୍‌ ହୋମ୍‌: ଘର ସହ ଅଫିସ୍‌ କାମ ପରିଚାଳନା କରିବାରେ ଅସୁବିଧା ହେଉଛି କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ପାଇଁ ସମସ୍ତ ସ୍କୁଲ, କଲେଜ, ଜିମ୍, ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗସାଥୀଙ୍କ ସହ ମିଳାମିଶା ବନ୍ଦ ରହିଛି। ସେହିପରି ଅଧିକାଂଶ...

ପିଲାମାନଙ୍କଠାରେ ହୁଏ କି ଉଚ୍ଚ ରକ୍ତଚାପ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ଲୋକ ଭାବନ୍ତି ଉଚ୍ଚ ରକ୍ତଚାପ ବା ହାଇପରଟେନ୍‌ସନ୍‌ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ସତ। କିନ୍ତୁ ଆଜିକାଲି, ଉଚ୍ଚ ରକ୍ତଚାପ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ -...

ବାରମ୍ବାର ହାତ ଧୋଇବା ଫଳରେ ହାତ ଶୁଷ୍କ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏହା ଯୋଗୁଁ ଆପଣଙ୍କ ହାତ ଶୁଷ୍କ ହୋଇଯାଉଛି କି? ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ...

ଜୀବନଶୈଳୀରେ ପରିବର୍ତ୍ତନ ରକ୍ତଚାପରେ ପ୍ରଭାବ ପକାଇଥାଏ କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟରେ ଅନିୟମିତତା ଓ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନେକ ଲୋକଙ୍କଠାରେ ଉଚ୍ଚରକ୍ତଚାପ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ, ଏଥିରୁ ନିଜକୁ କେମିତି ସୁରକ୍ଷିତ ରଖିବେ ଜାଣି...

ଲକ୍‌ଡାଉନ୍‌ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...

ନିଜ ଡାଏଟ୍‌ରେ ସାମିଲ କରନ୍ତୁ ମାଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜ ଖାଦ୍ୟ ତାଲିକାରେ ମାଛ ଅନ୍ତର୍ଭୁକ୍ତ କରିବା ବେଶ୍‌ ଲାଭଦାୟକ। କମ୍‌ ଚର୍ବି, ପ୍ରୋଟିନ୍‌ରେ ଭରପୂର ମାଛ ଭାରତୀୟ ଲୋକଙ୍କର ପାରମ୍ପରିକ ଖାଦ୍ୟ। ଜାଣନ୍ତୁ, ମାଛ ଖାଇବାର ଫାଇଦା। ନ୍ୟୁଟ୍ରିସନମାନଙ୍କ ମତରେ ହୃଦଘାତ,...

କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=videoseries?list=PLI0zWE2pkn8BdYXmTpXdiiOyud0GAGNXL] ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ...