ମାଓ ମୁକାବିଲା: କୋରାପୁଟରେ ଡିଜିଙ୍କ ରଣନୀତି, କନ୍ଧମାଳରେ ମାଓ କ୍ୟାମ୍ପ ଛାରଖାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓ ଦମନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ଓଡ଼ିଶା ପୋଲିସ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୋଲିସକୁ ବଡ଼ ସଫଳତା ମିଳିବା ପରେ ମଙ୍ଗଳବାର କନ୍ଧମାଳର କୁକୁଲାଝର ଜଙ୍ଗଲରେ ମିଳିଛି ସଫଳତା।...
ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି: ପୋଲିସ ପାଉନି ଟେର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଛି ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି। କାହିଁକି ଏବଂ କେମିତି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଲା ତାର ସୁରାକ ପାଉନି ପୋଲିସ।
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ...
ପୁରୀ-ଭୁବନେଶ୍ୱର ରାଜପଥରେ ଦୁର୍ଘଟଣା: ନାଲକୋ ସିଏମଡି ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ମଧ୍ୟରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟ ଗେଟ୍ ନିକଟରେ ଏକ ଟ୍ରାକ୍ଟର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍ରେ ଥିବା ନାଲ୍କୋ ସିଏମ୍ଡି ଡକ୍ଟର...
ସବ୍ କମିଟି ବୈଠକରେ ନିଷ୍ପତ୍ତି: ରତ୍ନଭଣ୍ଡାର ଯାଞ୍ଚ ହେବ, ଗହଣା ଆକଳନ ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ? ଏହି ପ୍ରଶ୍ନ ଉପରୁ ଏବେ ପରଦା ହଟିଛି। ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍ କମିଟି ବୈଠକ ପରେ ସ୍ପଷ୍ଟ ହୋଇଛି ଯେ ଭଣ୍ଡାର...
ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ: ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକାୟୁକ୍ତ ସହ ରାଜସ୍ୱ ବିଭାଗ ପ୍ରସଙ୍ଗରେ ଆଲୋଚନା
ପୂର୍ବ ବର୍ଷ ତୁଳନାରେ ରାଜସ୍ୱ ଆଦାୟ କମିଛି
ବାଲି ଚୋରା ଚାଲାଣକୁ ସ୍ୱୀକାର କଲେ ମନ୍ତ୍ରୀ
୧୦ଟି ତହସିଲରେ ଓଡ଼ିଶା ଶିଳ୍ପ...
‘ପ୍ରସାଦ’ ମୁକ୍ତ ହେବନି ଓଡ଼ିଶା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ଯେଉଁମାନେ ଯୁକ୍ତି କରୁଥିଲେ ସେମାନେ ଶେଷ କଥାଟି ଶୁଣିବାକୁ ପାଇଲେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସି ମହା ଅଧିବେଶନରେ। ପ୍ରସାଦ ବିରୋଧୀଙ୍କ କୌଣସି କୌଶଳ କାମ...
ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଆତ୍ମାହୁତି ଧମକ ଦେଲେ ସେବାୟତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ଖବର ଗଣାପଡ଼ିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ହେଲେ ସେବାୟତମାନେ ଏହାକୁ ବିରୋଧ କରି ଚାଲିଛନ୍ତି। ରତ୍ନଭଣ୍ଡାର ଖୋଲିଲେ ଆତ୍ମହାହୁତି ଦେବେ ବୋଲି ବରିଷ୍ଠ ସେବାୟତ...
ଯାଜପୁର ପୌର ପାଳିକାକୁ ୧୫୦ ବର୍ଷ, ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫୦ ବର୍ଷ ପୂରଣ କରିଛି ଯାଜପୁର ପୌର ପାଳିକା। ଏହି ଅବସରରେ ବାଳାଶ୍ରମ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ...
ବାଲେଶ୍ୱର ପ୍ରତିଷ୍ଠା ହେବ ସମନ୍ୱିତ ଆୟୁଷ ହସ୍ପିଟାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ସହରରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ପ୍ରାଥମିକ ଭାବେ ପ୍ରାୟ ୩୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରିଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ...
ବିଶ୍ୱ ଯକ୍ଷ୍ମା ଦିବସ ପାଳିତ: ଯକ୍ଷ୍ମା ରୋଗୀଙ୍କର ହେବ ଅନଲାଇନ୍ ପଞ୍ଜିକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ଯକ୍ଷ୍ମା ରୋଗକୁ ମୂଳପୋଛ...




















