ଟମାଟୋ ପରେ ପାକିସ୍ତାନକୁ ପାନ ବନ୍ଦ କଲେ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୂରା ଦେଶ ପ୍ରତିଶୋଧର କଥା କହୁଛି। କୃଷକଙ୍କଠୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସ୍ତରରେ ପାକିସ୍ତାନ ବିରୋଧରେ ବିରୋଧ...
ଅସୁସ୍ଥତା ସତ୍ତ୍ୱେ ବି ନୱାଜ ସରିଫଙ୍କୁ ମିଳିଲାନି ଜାମିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ଅଦାଲତ ଦୁର୍ନୀତି ବିରୋଧରେ ସଜା କାଟୁଥିବା ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାସହିତ ଚିକିତ୍ସା ଲାଗି ସରିଫ କରିଥିବା ଆବେଦନକୁ ବି ମନା କରିଛନ୍ତି...
ଆଣ୍ଟିନା ଉପରେ ଅଜଗରର ପକ୍ଷୀ ଶିକାର!
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ଅଷ୍ଟ୍ରେଲିଆରେ ଜଣେ ମହିଳା ନିଜ ଘର ଛାତ ଉପରେ ଏମିତି ଏକ ଦୃଶ୍ୟ ଦେଖିଥିଲେ ଯାହା ତାଙ୍କୁ ଚକିତ କରିବା ସହିତ ଭୟଭୀତ କରାଇଥିଲା। କେଥୀ ଗାଲ ନାମକ ଏହି...
ବିମାନ ଉଡ଼ାଣ ବେଳେ ଶୋଇପଡ଼ିଲେ ପାଇଲଟ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଇନାରେ ଏକ ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିମାନ ଉଡ଼ାଣବେଳେ ଚୀନର ଜନୈକ ପାଇଲଟଙ୍କ ଆଖି ଲାଗି ଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପାଇଲଟ...
୫୦ ଯବାନଙ୍କୁ ହରାଇବାପରେ ଭାରତ ଶୀଘ୍ର ନେବ ବଡ଼ ପଦକ୍ଷେପ – ଟ୍ରମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ।
ଟ୍ରମ୍ପ କହିଛନ୍ତି,’’ଏହି ଆତଙ୍କାବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ...
ବିଶ୍ୱର ସବୁଠୁ ଧନୀ ବିଲେଇ – ୧,୩୮୫ କୋଟିର ମାଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସବୁଠୁ ଧନୀ ବିଲେଇ ପ୍ୟାରିସରେ ରହିଛି। ଏହି ବିଲେଇର ସମ୍ପତ୍ତି ମୂଲ୍ୟ ହେଉଛି ୧,୩୮୫ କୋଟି ଟଙ୍କା। ଫ୍ରାନ୍ସର ଜଣାଶୁଣା ଫ୍ୟାସନ ଡିଜାଇନର କାର୍ଲ ଲେଗରଫେଲ୍ଡଙ୍କ ମୃତ୍ୟୁ ପରେ ବିଲେଇ...
ଗର୍ଭବତୀ ମହିଳା କହିଲେ ‘ମୁଁ କୁଆଁରୀ’!
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ଗୁଇୟାଂଗ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମହିଳାଙ୍କର ବହୁତ ଜୋରରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭର୍ତ୍ତି ହେବା...
ପୁଅ ପାଇଁ ପ୍ରେମିକା ଖୋଜିଲେ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍ସନ୍ ବିଶ୍ୱବିଦ୍ୟାଳୟରେ।
ଜଣେ ମା’...
କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଉଥିଲେ ଏଲିଜାବେଥ ବାଥରୀ, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକେ ସିରିଏଲ କିଲର କଥା ଶୁଣିଥିବେ, ଯିଏକି ପୂରା ଯୋଜନାବଦ୍ଧ ଭାବେ ହତ୍ୟା କରିଥିବେ। କିନ୍ତୁ ଏମିତି ଜଣେ ସିରିଏଲ କିଲର ମହିଳା ଅଛନ୍ତି ତାଙ୍କ କାହାଣୀ ଶୁଣିଲେ ଲୋମ ଟାଙ୍କୁରି...
ସ୍ୟାଣ୍ଡୱିଚ୍ ଚୋରି ମହଙ୍ଗା ପଡ଼ିଲା, ବିବାଦ ପରେ ଇସ୍ତଫା ଦେଲେ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁରୋପର ସ୍ଲୋଭିନିଆରେ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ସାଂସଦଙ୍କୁ ସ୍ୟାଣ୍ଡୱିଚ୍ ଚୋରି କରିବା ମହଙ୍ଗା ପଡ଼ିଛି। ଏହି ଚୋରି ପ୍ରସଙ୍ଗ ସଂସଦରେ ବି ଉଠିଥିଲା। ବିରୋଧୀଙ୍କ ପ୍ରବଳ...





















