International

ଫେବ୍ରୁଆରି ୧୧ରେ ଭାରତ ଆସିବେ ବେଞ୍ଜାମିନ୍‌ ନେତାନ୍ୟାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଫେବ୍ରୁଆରି  ୧୧ରେ ଭାରତ ଗସ୍ତରେ ଆସୁଛନ୍ତି। ନେତାନ୍ୟାହୁ ଦିନିକିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ...

ନାକରୁ ବାହାରିଲା ୧୨ ବର୍ଷ ତଳର ମୁଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୋର୍‌ରେ ଛିଙ୍କିବାରୁ ନାକ ଭିତରୁ ବାହାରିଲା ୧୨ ବର୍ଷ ତଳେ ହଜିଯାଇଥିବା ମୁଦି। ଏଭଳି ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାରେ ଅବିଗେଲ ଥୋମପସନ ନାମକ ଜଣେ ମହିଳାଙ୍କଠାରେ। ଏହି ଘଟଣା ଶୁଣି...

ଲଟେରି ଜିତି ଟ୍ରକ ଡ୍ରାଇଭର ହେଲେ କୋଟିପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ଟ୍ରକ ଡ୍ରାଇଭର କେବେ ବି ଭାବିନଥିବ ହଠାତ କୋଟିପତି ବନିଯିବେ। ରାତାରାତି ତାଙ୍କର ଭାଗ୍ୟ ଏମିତି ଚମତ୍କାର ଦେଖାଇଲା ଯେ ଜ୍ୟାକ୍‌ପଟରେ ୨ ହଜାର କୋଟିରୁ ଅଧିକ ଟଙ୍କା ଜିତି...

ଏଣିକି ଭୋକ ଲାଗିଲେ ଖାଇ ପାରିବେ କପଡ଼ା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରମାଣୁ ପରୀକ୍ଷଣ ଏବଂ ଧ୍ୱଂସ ଧମକ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉଙ୍ଗ ଏବେ ପୁଣି ଚର୍ଚ୍ଚାରେ। ଦୀର୍ଘଦିନ ଧରି ଦେଶରେ ଗରିବୀ ଏବଂ...

ସୁମନ୍ କୁମାରୀ ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍‌ ଭାବେ ସୁମନ୍ କୁମାରୀ ନିଯୁକ୍ତି ପାଇଛନ୍ତି। ପାକିସ୍ତାନର କମ୍ବର ଶାହଦାଦ୍‌କୋଟ ଅଞ୍ଚଳର ସୁମନଙ୍କ ଘର। ତାଙ୍କୁ ନିଜ ଘରୋଇ ଜିଲ୍ଲାରେ ହିଁ ସେବା କରିବାର...

ମହିଳାଙ୍କ ଗଳାରୁ ବାହାରିଲା ଅଜବ ଜୀବ, ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅପରେସନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଏତନାମରେ ଜଣେ ମହିଳାଙ୍କ ଦୀର୍ଘଦିନ ଧରି ମୁଣ୍ଡବିନ୍ଧା ସମସ୍ୟା ଥିଲା। ଅସହ୍ୟ ଯନ୍ତ୍ରଣା କାରଣରୁ ଚିକିତ୍ସା ପାଇଁ ଡାକ୍ତରଙ୍କୁ...

ପତ୍ନୀଙ୍କୁ ୫୫ ହଜାର ଡିଜାଇନର ଡ୍ରେସ ଗିଫ୍ଟ ଦେଇ ବିଶ୍ୱ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜର୍ମାନୀରେ ରହୁଥିବା ଜଣେ ୮୩ ବର୍ଷିୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ୫୫ ହଜାର ଡିଜାଇନର ଗିଫ୍ଟ ଦେଇ ସାରିଛନ୍ତି। ଏହି ବ୍ୟକ୍ତିଙ୍କର ନାମ ହେଉଛି ବ୍ରାକମ୍ୟାନ। ଏହି କଥାର ଖୁଲାସା ବ୍ରାକମ୍ୟାନ...

ଅଷ୍ଟ୍ରେଲିଆରେ ଖରା ପ୍ରଭାବରେ ତରଳି ଯାଉଛି ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି। ଏଠାକାର ତାପମାତ୍ରା ବର୍ତ୍ତମାନ ୫୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚି ସାରିଛି। ସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି କି ଅଧିକ ଗରମ କାରଣରୁ ଏଠାକାର...

ପ୍ଲାଷ୍ଟିକ ବୋତଲରେ ଘର, ୭.୩ ତୀବ୍ରତା ଭୂମିକମ୍ପରେ ବି ହଲିବନି ଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜର ଏକ ସୁନ୍ଦର ଘର କରିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ। ଆଜିର ମହଙ୍ଗା ଯୁଗରେ ଖଣ୍ଡିଏ ଘର ତିଆରି କରିବା କଷ୍ଟକର ହୋଇପଡ଼ୁଛି। ତେବେ ଘର ତିଆରି ସମୟରେ କିପରି...

ଋଷିଆରେ ଜାହାଜ ବିସ୍ଫୋରଣ, ଓଡ଼ିଆ ପୁଅ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) : ଋଷିଆରେ ଜାହାଜ ବିସ୍ଫୋରଣରେ ସମ୍ବଲପୁରର ଜଣେ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାମ ସିଦ୍ଧାର୍ଥ ମେହେର। ସିଦ୍ଧାର୍ଥ ଗତବର୍ଷ ମେ ମାସରେ ତାଞ୍ଜାନିଆର ନିମ୍ବସ୍‌ କମ୍ପାନିରେ ଯୋଗଦେବା...