National

ସାବରିମାଲାରେ ଭଙ୍ଗ ହେଲା ପରମ୍ପରା, ବିଳମ୍ବିତ ରାତିରେ ଆୟାପ୍ପାଙ୍କ ଦର୍ଶନ କଲେ ୨ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳର ସାବରିମାଲା ମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ ମହିଳା। ଏହା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି। କେରଳର ବହୁଚର୍ଚ୍ଚିତ ସାବରିମାଲା ମନ୍ଦିରରେ ୧୦ରୁ...

ରାଜ୍ୟସଭାରେ ଆଜି ଟ୍ରିପଲ ତଲାକ୍‌ ଉପରେ ହୋଇପାରେ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପୁଣିଥରେ ରାଜ୍ୟସଭାରେ ଟ୍ରିପଲ ତଲାକ୍‌ ବିଲ ଉପରେ ଆଲୋଚନା ହୋଇପାରେ। ସୋମବାର କେନ୍ଦ୍ର ସରକାରଙ୍କ ତରଫରୁ ଏହି ବିଲ୍‌କୁ ଗୃହୀତ କରିବା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ...

ସୀମାରେ ଭାରତୀୟ ସେନା କଠିନ ପରିସ୍ଥିତର ସାମ୍ନା କରୁଛି: ବିପିନ ରାୱତ 

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି  ଭାରତୀୟ ସେନା ସୀମାରେ କଠିନ ପରିସ୍ଥିତିର ସାମ୍ନା କରୁଛି। ଏହା ସହିତ ଶ୍ରୀ ରାୱତ କହିଛନ୍ତି ସୀମାରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ଅଛି। ଦେଶର...

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଦେଲେ ସାକ୍ଷାତକାର – ରାମ ମନ୍ଦିର, କୃଷିଋଣ, ବିମୁଦ୍ରାକରଣ ଉପରେ ରଖିଲେ ମତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ପୂର୍ବରୁ ନ୍ୟୁଜ ଏଜେନ୍ସୀ ଏଏନଆଇକୁ ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଲେ। ରାମ ମନ୍ଦିର ଅଧ୍ୟାଦେଶରେ ପୂର୍ଣ୍ଣଛେଦ ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ...

୨୦୧୯ ବିରାଟ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବେଶ୍ ଭଲରେ କଟିଲା। ଏବେ ୨୦୧୯ର ନୂଆ ଚ୍ୟାଲେଞ୍ଜ ତାଙ୍କୁ ଅପେକ୍ଷା କରିଛି। ବର୍ତ୍ତମାନ ସମୟରେ କେବଳ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ...

ଫୋକସରେ ଲୋକସଭା ନିର୍ବାଚନ – ୨୦ ରାଜ୍ୟରେ ଶହେ ରାଲି କରିବେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେପି। ପୁଣି ମୋଦି ମ୍ୟାଜିକକୁ ଅସ୍ତ୍ର କରିବ ଏହି ଜାତୀୟ ଦଳ। ନୂଆବର୍ଷ ଆରମ୍ଭ ହେବା ସହିତ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ...

ନରେନ୍ଦ୍ର ମୋଦିଙ୍କ ଝାଡ଼ଖଣ୍ଡ ସଭାରେ କଳା ଜିନିଷ ବ୍ୟାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡର ପଲାମୁରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କାଯ୍ୟକ୍ରମକୁ କଳା ଜିନିଷ ବ୍ୟାନ୍‌ କରାଯାଇଛି। ପଲାମୁ ଏସ୍‌ପି ଜାରି କରିଛନ୍ତି ନିର୍ଦ୍ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଜାନୁଆରୀକୁ ଝାଡ଼ଖଣ୍ଡର ପଲାମୁରେ ଏକ ରାଲିରେ...

ଗୁଜୁରାଟରେ ଛାତ୍ରଛାତ୍ରୀଙ୍କୁ ‘ୟେସ୍ ସାର୍’ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ସରକାର ନୂଆବର୍ଷରେ ସ୍କୁଲପିଲାଙ୍କ ପାଇଁ ଏକ ଭଲ ନିୟମ ଆଣିଛନ୍ତି। ଏଣିକି ସ୍କୁଲରେ ଉପସ୍ଥାନ ସମୟରେ ଛାତ୍ରଛାତ୍ରୀ ମାନେ ‘ଜୟହିନ୍ଦ ଜୟଭାରତ’ କହିପାରିବେ। ସୋମବାର ଯାଏଁ ଛାତ୍ରଛାତ୍ରୀ  ସ୍କୁଲରେ ଉପସ୍ଥାନ...

କାଦରଙ୍କ ଫିଲ୍ମ କ୍ୟାରିଅର – ଦାଗ୍’ରୁ ଆରମ୍ଭ ‘ଦିମାକ୍ କି ଦହି’ରେ ଶେଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷୀୟାନ ଅଭିନେତା ତଥା ଲେଖକ କାଦର ଖାନ୍‌ଙ୍କର ପରଲୋକରେ ବଲିଉଡ ଜଗତରେ ଅପୂରଣୀୟ କ୍ଷତି ହୋଇଛି। କାଦରଙ୍କ ମୃତ୍ୟୁ ଖବର ସମଗ୍ର ସିନେ ଜଗତରେ ଦୁଃଖ ଭରିଦେଇଛି। ମଙ୍ଗଳବାର ସକାଳେ  ୮୧ବର୍ଷ...

ନୂଆ ବର୍ଷରୁ ଏସବିଆଇ ଅଫରରେ ପରିବର୍ତ୍ତନ, ଅଚଳ ହେବ ନନ୍‌ ଚିପ୍ ଏଟିଏମ୍ କାର୍ଡ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡ଼ିତ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ନୂଆବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୫ଟି ନୂଆ ନିୟମ ଲାଗୁ ହେବ। ଜାନୁୟାରୀ ୧ ତାରିଖ ଅର୍ଥାତ ଆଜିଠୁ ଏହି ନୂଆ...