ଦାଦା-ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କ, ୧୩ ବର୍ଷର ଝିଆରୀକୁ ଦୁଷ୍କର୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ଚାଇବାସାରେ ଘଟିଛି ଏକ ଦୁଃଖଦ ଘଟଣା। ଜଣେ ୧୩ ବର୍ଷର ଝିଅକୁ ତା' ନିଜ ଦାଦା ଗର୍ଭବତୀ କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ଯୁବକ...
ସୁପ୍ରିମକୋର୍ଟରେ ରାଫେଲ୍ ଚୁକ୍ତି – ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଫେଲ ଡିଲ୍କୁ ନେଇ ପିଆଇଏଲ୍
ସିବିଆଇ ତଦନ୍ତ ଦାବି
ତଦନ୍ତ ଅଧିକାରୀଙ୍କୁ ବଦଳି ନକରିବାକୁ ନିବେଦନ
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଚୁକ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବାକୁ ରୁଜୁ...
ନୂଆ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ବିଷୟରେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଟପ୍ ଦୁଇ ଜଣ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେବା ପରେ ନରେନ୍ଦ୍ର ମୋଦି ସରକାର ଏମ୍ ନାଗେଶ୍ୱର...
ସିବିଆଇରେ ତେଜିଲା ବିବାଦ – ଦୁଇ ନିର୍ଦ୍ଦେଶକ ଗଲେ ଛୁଟିରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇର ଦୁଇ ନିର୍ଦ୍ଦେଶକ ଛୁଟିରେ ଯିବା ପରେ ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ କରାଯାଇଛି।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ତେଜିଲା ବିବାଦ। ଲାଞ୍ଚ କାରବାରକୁ ନେଇ ସିବିଆଇର ନମ୍ବର-୧ ଏବଂ...
ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ – କେବେ ଗଠନ କରିବ ଲୋକାୟୁକ୍ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।
ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ ବାଜିଛି। କେବେ ଲୋକାୟୁକ୍ତ ନିଯୁକ୍ତି କରିବ ନିର୍ଦ୍ଦିଷ୍ଟ ତାରିଖ ଜଣାଅ...
ପ୍ରଧାନମନ୍ତ୍ରୀଙ୍କୁ ମିଳିବ ସିଓଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଚାମ୍ପିଅନ୍ ଅଫ୍ ଦ ଆର୍ଥ’ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୮ ପାଇଁ ସମ୍ମାନ ଜନକ ସିଓଲ ଶାନ୍ତି ପୁରସ୍କାର ୨୦୧୮ ପ୍ରଦାନ କରାଯିବ। ସିଓଲ ଶାନ୍ତି ପୁରସ୍କାର ସାଂସ୍କୃତିକ...
ବିରାଟଙ୍କ ବିରାଟ ରେକର୍ଡ – ୧୦ ହଜାର ରନ୍ କ୍ଲବରେ ଟିମ୍ ଇଣ୍ଡିଆର ଅଧିନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରାଟ କୋହଲି ଆଜି ବିରାଟ ରେକର୍ଡ କରିଛନ୍ତି। ଦିନିକିଆ କ୍ରିକେଟରେ ୧୦ ହଜାର ରନ୍ କରି ରେକର୍ଡ କରିଛନ୍ତି କୋହଲି।
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ବଡ଼ ସଫଳତା...
ଭୂକମ୍ପକୁ ନାହିଁ ଡର – ଚୀନରେ ଖୋଲିଲା ବିଶ୍ୱର ଲମ୍ବା ସମୁଦ୍ର ପୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଚୀନରେ ବିଶ୍ୱର ସବୁଠୁ ଲମ୍ବା ସମୁଦ୍ର ପୋଲ ଉଦ୍ଘାଟିତ ହୋଇଯାଇଛି।
ଚୀନର ସହର ଗୁହାଇକୁ ହଂକଂ ଏବଂ ମାକାଉ ସହିତ ସଂଯୋଗ କରୁଥିବା ବିଶ୍ୱର ସବୁଠୁ ଲମ୍ବା ସମୁଦ୍ର ପୋଲ ମଙ୍ଗଳବାର...
‘ରାଜ୍ୟ ସରକାର ଜମି ଯୋଗାଇ ଦେଲେ ଓଡ଼ିଶାରେ ପ୍ରତିଷ୍ଠା ହେବ ମେସିନ ଟୁଲ୍ ପାର୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
"୨୦୧୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ ସାରା ଦେଶରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି। ୨୦୧୭ର ଇସ୍ପାତ ନୀତି ଅନୁଯାୟୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ କେବଳ ଓଡ଼ିଶାରୁ...
ଝାରପଡ଼ା ଜେଲ୍ ଗଲେ ଅଭିଜିତ, ଜାମିନ ଆବେଦନ ଖାରଜ କଲେ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। ଶେଷରେ ଜେଲ୍ ଗଲେ ଅଭିଜିତ ଆୟାର ମିତ୍ର। ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅଭିଜିତଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ...





















