National

ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେ ଉଦଘାଟନ କଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେର ଫେଜ୍-୧କୁ ଲେକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏକ୍ସପ୍ରେସ...

ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଦର ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ କୁହାଯାଉଛି।...

ଦେଶରେ ଆଜି ଭୋଟ ହେଲେ ମୋଦି ସରକାର ରହିବ ନା ଗଡ଼ିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପୂର୍ବରୁ ଏବେ ଦେଶର ରାଜନୀତି ପାଣିପାଗ ବେଶ୍‌ ସରଗରମ। ମୋଦି ସରକାର ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଥିପାଇଁ...

ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ: ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ...

ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...

ଶନିବାର ବାହାରିବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଦିନ ପରୀକ୍ଷା ଫଳ ବାହାରିବ ବୋଲି ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ନେଇଛି। କିନ୍ତୁ କେଉଁ ସମୟରେ ପରୀକ୍ଷା...

ଶକ୍ତି ପରୀକ୍ଷାରେ ପାସ କଲେ କୁମାରସ୍ୱାମୀ: କକ୍ଷତ୍ୟାଗ କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ। ମୁଖ୍ୟମନ୍ତ୍ରୀ ହେବାର ତିନିଦିନ ପରେ ବିଧାନସଭାରେ ବିଶ୍ଵାସ ମତ ହାସଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ। ଏପଟେ...

ଏବେ ଦେଶରେ ଭୋଟ ହେଲେ କେମିତି ରହିବ ମୋଦିଙ୍କ ଭାଗ୍ୟ: କ’ଣ କହୁଛି ସର୍ଭେ ରିପୋର୍ଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଦେଶରେ ନିର୍ବାଚନ ହୁଏ ତେବେ ପୁଣିଥରେ ବିଜେପି ସରକାର ଗଢ଼ିବ ବୋଲି ଏକ ସର୍ଭେ ରିପୋର୍ଟରେ କୁହାଯାଇଛି। ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ...

କାନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୮ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାନାଡାର ଟରୋଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ପୋରଣ ଘଟି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।  କାନାଡାର ରାଜଧାନୀ ଟରୋଣ୍ଟୋରେ ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ। ଟରୋଣ୍ଟର ପିଲ୍‌ ରିଜିଓନାଲ ଅଞ୍ଚଳରେ...

ପରେଶ ରାୱଲ ବିରୋଧୀ ଏକତାକୁ କହିଲେ ‘ଭିଣୋଇ-ଶାଳୀ’ ସମ୍ପର୍କ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଫିଲ୍ମ ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ବିରୋଧୀ ଦଳର ନେତାମାନଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶର ସବୁ ବିରୋଧୀ ଦଳର...