ଆଜିର ବଡ଼ ଖବର (ମେ ୨୪, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ନବମ ଦିନରେ ମହାନଦୀ ସୁରକ୍ଷା ଅଭିଯାନ
ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍ କାକଟପୁରରୁ...
ବୈଷ୍ଣୋ ଦେବୀଙ୍କ ପାଖ ଜଙ୍ଗଲରେ ନିଆଁ : ଫଶିଲେ ୨୫,୦୦୦ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାତା ବୈଷ୍ଣୋ ଦେବୀଙ୍କ ପାଖ ଜଙ୍ଗଲରେ ହଠାତ ନିଆଁ ଲାଗିଯିବା ଫଳରେ ୨୫,୦୦୦ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ ରାସ୍ତାରେ ଫସିଯାଇଛନ୍ତି।
ବୈଷ୍ଣୋ ଦେବୀଙ୍କ ପାଖରେ ଥିବା ତ୍ରିକୁଟ ଜଙ୍ଗଲରେ ନିଆଁ। ନିଆଁ ଲଗାତାର ଦୁଇଦିନ...
ମାଓବାଦୀଙ୍କ ବର୍ବର କାଣ୍ଡ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଖଞ୍ଜିଥିବା ଏକ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ କୋବ୍ରା ବାଟାଲିୟନର ଜଣେ ସବଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।
ମାଓବାଦୀଙ୍କ ବର୍ବର କାଣ୍ଡ। ଗୁରୁବାରଦିନ ସକାଳେ ଛତିଶଗଡ଼ର ସୁକମା ଜିଲ୍ଲା ପୋଲାମପାଲି ଥାନା ଅଞ୍ଚଳରେ ଏକ...
ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ କୋହଲି: ଆସନ୍ତୁ ଜାଣିବା ଚ୍ୟାଲେଞ୍ଜଟି କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।
ମୋଦିଙ୍କୁ ‘ବିରାଟ’ ଚ୍ୟାଲେଞ୍ଜ୍। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
ଶପଥ ମଞ୍ଚରେ ବିରୋଧୀ ଏକତା: ୨୦୧୯ରେ ହରାଇପାରିବେ ମୋଦିଙ୍କୁ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିରୋଧୀ ଏକତା ବାସ୍ତବରେ କାମ ଦେବ କି ଓ ୨୦୧୯ ପର୍ଯ୍ୟନ୍ତ ଏହି ମହାମିଳନ ତିଷ୍ଠି ରହିପାରିବ କି?
କର୍ଣ୍ଣାଟକରେ ବହୁ ଉଠାପକା ପରେ ବୁଧବାର ଅପରାହ୍ଣରେ ଜେଡ଼ିଏସ ନେତା ଏଚଡ଼ି...
ତାମିଲନାଡୁରେ ଥମୁନି ବେଦାନ୍ତ ବିରୋଧୀ ନିଆଁ: ବିକ୍ଷୋଭକାରୀଙ୍କୁ ପୁଣି ପୋଲିସ ଗୁଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଦାନ୍ତ ଷ୍ଟେରଲାଇଟ ପ୍ରକଳ୍ପକୁ ବିରୋଧ
ତୁତିକୋରନରେ ପୁଣି ହିଂସା
ବୁଧବାର ପୋଲିସ-ବିକ୍ଷୋଭକାରୀ ଖଣ୍ଡଯୁଦ୍ଧ
ପୋଲିସ ଗୁଳିରେ ପ୍ରାଣ ହରାଇଲେ ଆଉ ଜଣେ
୧୨ ଛୁଇଁଲା ମୃତ୍ୟୁ ସଂଖ୍ୟା
ଶାସକ ଏଆଇଏଡିଏମ୍କେକୁ...
ହିମଚଳପ୍ରଦେଶରେ ରାଷ୍ଟ୍ରପତି: ରେସ୍ତୋରାଁରେ ଚା’-ବିସ୍କୁଟ ଖାଇଲେ, ଦୋକାନରୁ ବହି କିଣିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରା ଛୁଟି କାଟିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂରା ପରିବାର ସହ ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି।
ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂରା...
କଂଗ୍ରେସ ପାଖରେ ଅର୍ଥ ଅଭାବ, ମୁସ୍କିଲ ହେବ ମିଶନ ୨୦୧୯
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି କାରଣରୁ ୨୦୧୯ ନିର୍ବାଚନ ଲଢ଼ିବା ଦଳ ପାଇଁ ମୁସ୍କିଲ ହୋଇପାରେ ବୋଲି ଆଲୋଚନା...
୨୦୧୯ ପାଇଁ କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ: ମୋଦିଙ୍କ ବିଜୟ ରଥ ରୋକିବା ପାଇଁ ବିରୋଧୀ ମେଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ବିଜୟ ରଥ ରୋକିବା ପାଇଁ ଏବେଠାରୁ ବିରୋଧୀମାନେ ମେଳି ବାନ୍ଧିଲେଣି। କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏହାର ଶୁଭ ପଡ଼ିଛି।
କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଶକ୍ତ ଝଟକା।...
୨୧ବର୍ଷ ବୟସରେ ହୃଦଘାତ: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବନ୍ଦାରୁ ବୈଷ୍ଣବଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କ ପୁତ୍ର ବନ୍ଦାରୁ ବୈଷ୍ଣବଙ୍କର ମାତ୍ର ୨୧ ବର୍ଷରେ ହୃଦଘାତରେ ପରଲୋକ ହୋଇଯାଇଛି।
୨୧ବର୍ଷ ବୟସରେ ହୃତଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର...





















