ସୋନା ମହାପାତ୍ର: ସବୁବେଳେ ବିବାଦରେ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଆମ୍ବରସରିଆ' ଗୀତରେ ଉପରକୁ ଉଠିଥିବା ସୋନା ମହାପାତ୍ର ଯେତେବେଳେ ବି କିଛି ନୂଆ ଆଲବମ କରିଥାନ୍ତି କିମ୍ବା ଷ୍ଟେଜରେ ଗୀତ ପରିବେଷଣ କରିଥାନ୍ତି ତାହା ବିବାଦରେ ପରିଣତ ହୋଇଥାଏ। ଏବେ ଏକ...
ଶିଶୁକନ୍ୟା ଦୁଷ୍କର୍ମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥମୁନି ଶିଶୁକନ୍ୟା ଦୁଷ୍କର୍ମ। ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପକ୍ସୋ ଆଇନରେ ସଂଶୋଧନ କରାଯାଇଥିଲେ ମଧ୍ୟ ଏହି ଘଟଣା କମିବା ବଦଳରେ ବଢ଼ି ଚାଲିଛି। ଦେଶର...
ପରିଣତ ବୟସରେ ହାର ମାନି ନାହାନ୍ତି ଚିତ୍ରଶିଳ୍ପୀ ପ୍ରଭାକର
ଯଶୋବନ୍ତ ନାରାୟଣ ପାଢ଼ୀ
ବୟସ ୬୩ ବର୍ଷ। ହେଲେ ଚିତ୍ରଶିଳ୍ପୀ ଟି ପ୍ରଭାକର ରାଓଙ୍କ ମନରେ ଭରି ରହିଛି ଅନେକ ଆଶା ଏବଂ ସ୍ୱପ୍ନ। ବୟସ ଯେତିକି ବଢ଼ୁଛି ଚିତ୍ର ଆଙ୍କିବା ନିଶାରେ ସେ...
ମୋଦିଙ୍କ ମିଶନ୍ କର୍ଣ୍ଣାଟକ: ଗୋଟିଏ ଦିନରେ ତିନି ସଭା, ରାହୁଲଙ୍କୁ ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଗୋଟିଏ ଦିନରେ ତିନୋଟି ସଭାରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।
ମିଶନ୍ କର୍ଣ୍ଣାଟକରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଧାନସଭା ନିର୍ବାଚନ...
ବିମାନ ଯାତ୍ରା ବେଳେ ମୋବାଇଲରେ କଥା ହୋଇପାରିବେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛି। ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏଣିକି ମୋବାଇଲରେ କଥା ହେବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି।
ବିମାନ ଯାତ୍ରୀଙ୍କ...
୯ ହଜାର ଟଙ୍କାରେ ଡୁଆଲ ସେଲ୍ଫି କ୍ୟାମେରା-୪ ଜିବି ରାମ ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୁଆଲ ସେଲ୍ଫି କ୍ୟାମେରା-୪ ଜିବି ରାମ ବିଶିଷ୍ଟ ସ୍ମାର୍ଟଫୋନ ଏବେ ମିଳୁଛି ୯ ହଜାର ଟଙ୍କାରେ। ମେ ୧ରୁ ୮ଟି ରାଜ୍ୟରେ ଏହା ଉପଲବ୍ଧ ହୋଇଛି।
ଭାରତ ବଜାରରେ ପ୍ରବେଶ କରିଛି କୁଲ୍ପ୍ୟାଡ...
ବିବାହ ପୂର୍ବରୁ ସିଗାରେଟ୍ ଛାଡ଼ିଲେ ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରି: ରାଜକୀୟ ବାହାଘର ପାଇଁ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ହଲିଉଡ ଅଭିନେତ୍ରୀ ମେଗାନ ମର୍କେଲ ଓ ବ୍ରିଟେନର ଯୁବରାଜ ପ୍ରିନ୍ସ ହ୍ୟାରି ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ହ୍ୟାରିଙ୍କ ବ୍ୟାଚ୍ଲର୍ ଡାଏଟରେ ପରିବର୍ତ୍ତନ ଆଣିଛନ୍ତି ଭାବି...
ଆଜିର ବଡ଼ ଖବର(୧ ମେ, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
୯ ହଜାର ଟଙ୍କାରେ ଡୁଆଲ ସେଲ୍ଫି କ୍ୟାମେରା-୪ ଜିବି ରାମ ସ୍ମାର୍ଟଫୋନ
ଭାରତ ବଜାରରେ...
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରେରଣାରେ ସୁଶ୍ରୀ ହେଲେ ଆଇଏଏସ: ଭେଟନ୍ତୁ ସର୍ବକନିଷ୍ଠ ଆଇଏଏସଙ୍କୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର କୋଲ୍ଲମ ଜିଲ୍ଲାର ୨୨ ବର୍ଷୀୟା ସୁଶ୍ରୀ ସର୍ବକନିଷ୍ଠ ଆଇଏଏସ ହେବାର ମାନ୍ୟତା ଲାଭ କରିଛନ୍ତି। ପ୍ରଥମ ଉଦ୍ୟମରେ ସୁଶ୍ରୀ ଏହି ସଫଳତା ହାସଲ କରିଥିବାବେଳେ ତାଲିକାରେ ସେ ୧୫୧ତମ ସ୍ଥାନ...
ସୋନା ମହାପାତ୍ରଙ୍କ ଗୀତରେ ଅଶ୍ଲୀଳତାକୁ ନେଇ ଆପତ୍ତି: ଅଫ୍ଲୋଡ କରିବାକୁ ଧମକ ଦେଲା ସୁଫି ଫାଉଣ୍ଡେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ସିଙ୍ଗର ତଥା ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କୁ ଧମକ। ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି। ସୋନାଙ୍କ ଭିଡିଓ ସଙ୍ଗ୍ ‘ତେରି ସୁରତ୍’ରେ ଅଶ୍ଲୀଳତା ଥିବା ନେଇ...





















