National

ମୁକେଶ ଅମ୍ବାନୀଙ୍କଠାରୁ ବିଗ୍‌ ବି: ଭାରତର ୧୦ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ବିଷୟରେ ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍‌ ବ୍ୟୁରୋ    ଭାରତର ୧୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରେ ରହିଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତିତ୍ଵ ମୁକେଶ ଅମ୍ବାନୀ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ମହିନ୍ଦ୍ରା ଗ୍ରୁପ୍‌ର...

ବିଶ୍ଵର ଦୁଇ ବଡ଼ ଶତ୍ରୁଙ୍କ ମହାମିଳନ: ୭୦ବର୍ଷ ପରେ ଦକ୍ଷିଣ କୋରିଆରେ ପହଞ୍ଚିଲେ ଉତ୍ତର କୋରିଆ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ଵର ଦୁଇ ବଡ଼ ଶତ୍ରୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୭୦ବର୍ଷ ପରେ ଦକ୍ଷିଣ କୋରିଆରେ...

ଆଶାରାମଙ୍କଠାରୁ ସାରଥୀ: ଜାଣନ୍ତୁ ବାବାଙ୍କ କଳା କାରନାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଆଧ୍ୟାତ୍ମିକତା ନାଁରେ ‘ଧର୍ମଗୁରୁ’ ବୋଲାଉଥିବା କିଛି ବାବାଙ୍କ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବଦନାମ ହୋଇଛନ୍ତି ବାବା। କେବଳ ହରିୟାଣା ନୁହେଁ, ଓଡିଶାରେ ମଧ୍ୟ ବାବା...

ଅସୁମଲରୁ ଆଶାରାମ, ଧର୍ମଗୁରୁରୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶ ପର୍ଯ୍ୟନ୍ତ ଲମ୍ବିଥିଲା ଆଧ୍ୟାତ୍ମିକ ସାମ୍ରାଜ୍ୟ। ଲୋକଙ୍କୁ ଆକର୍ଷିତ କରୁଥିଲା ଦିବ୍ୟବାଣୀ । କୋଟିକୋଟି ଲୋକଙ୍କ ପାଇଁ ସେ ପାଲଟି ଯାଇଥିଲେ ଭଗବାନ। ହେଲେ ସନ୍ଥର ଖୋଳପା ଭିତରେ ଲୁଚି ରହିଥିଲା...

ରେଳ ବିଭାଗର ଦାୟିତ୍ଵହୀନତା: ଟ୍ରେନ୍ ସହ ସ୍କୁଲ ଭ୍ୟାନ୍ ପିଟି ହୋଇ ୧୩ ଛାତ୍ରଛାତ୍ରୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର କୁଶିନଗରଠାରେ ଟ୍ରେନ୍‍ ଦୁର୍ଘଟଣାରେ ୧୩ ଜଣ ସ୍କୁଲ୍‍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଉତ୍ତରପ୍ରଦେଶର କୁଶିନଗରଠାରେ ଟ୍ରେନ୍‍ ଦୁର୍ଘଟଣାରେ ୧୩ ଜଣ ସ୍କୁଲ୍‍ ଛାତ୍ରଙ୍କ...

ଆଜିର ବଡ଼ ଖବର (ଏପ୍ରିଲ ୨୬, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ପାର୍ସଲ ବୋମା: ସୌମ୍ୟଶେଖରଙ୍କ ବାପା କହିଲେ, "ପୁଞ୍ଜିଲାଲକୁ ମିଳୁ ଫାଶି" ପାଟଣାଗଡ଼ ପାର୍ସଲ ବୋମା...

ଆଜିର ବଡ଼ ଖବର (୨୫ ଏପ୍ରିଲ ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଞ୍ଚି ଦାସ...

ଭଗବାନରୁ ବଳାତ୍କାରୀ ବାବା: ପଢ଼ନ୍ତୁ ଆସାରାମଙ୍କ ପୂରା କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାରାମ ବାପୁ ପାଲଟି ଯାଇଥିଲେ ଭଗବାନ। ଲକ୍ଷାଧିକ ଭକ୍ତ ତାଙ୍କୁ ପୂଜା କରୁଥିଲେ। ହେଲେ ସେହି ଭଗବାନ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଯାଇଛନ୍ତି। ଦିନଥିଲା ବାବା...

ଆଶାରାମଙ୍କୁ ଜେଲ୍: ଜାଣନ୍ତୁ କେବେ କ’ଣ ଘଟିଥିଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ ବର୍ଷ ତଳର ଦୁଷ୍କର୍ମ ମାମଲାର ଆଜି ହୋଇଛି ବଡ଼ ଫଇସଲା। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ହୋଇଛି ଆଜୀବନ ଜେଲ୍। ଏହାସହ ଆଶାରାମଙ୍କ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ...

ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାବାଳିକା ଦୁଷ୍କର୍ମ ମାମଲା ୫ ବର୍ଷ ତଳର ମାମଲାର ରାୟ ପ୍ରକାଶ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ରାୟ ଶୁଣି କାନ୍ଦି...