National

ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ବଦଳିବ ପୋକ୍ସୋ ଆଇନ୍: ଆସନ୍ତୁ ଜାଣିବା କ’ଣ ଏହି ପୋକ୍ସୋ ଆଇନ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀରର କଠୁଆ ଗଣବଳାତ୍କାର ଓ ଉତ୍ତର ପ୍ରଦେଶର ଉନ୍ନାଓ ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଜଣେ ୮ ବର୍ଷୀୟା ଝିଅଙ୍କୁ କିଭଳି ଗଣବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା...

ବିଜେପି ଛାଡ଼ିଲେ ଯଶୋବନ୍ତ ସିହ୍ନା, ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରି ବର୍ଷ ହେଲା ମୋଦିଙ୍କ ବିରୋଧରେ ସ୍ୱର ଉଠାଉଥିଲେ ଦଳ ଛାଡ଼ିବା ପରେ ବି କଲେ ଟାର୍ଗେଟ୍ କହିଲେ, "ବିପଦରେ ଗଣତନ୍ତ୍ର" ବଜେଟ୍ ଅଧିବେଶନ ନଚଲାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ...

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଏଣିକି ଫାଶୀଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀଦଣ୍ଡ। ଏଥିପାଇଁ ଆଇନରେ ହେବାକୁ ଯାଉଛି ଏକ ବଡ଼ଧରଣର ସଂଶୋଧନ। ଏହି ସଂଶୋଧନ ପ୍ରସ୍ତାବ ଉପରେ ଆଜି ମୋହର ମାରିଛନ୍ତି କେନ୍ଦ୍ର କ୍ୟାବିନେଟ। ପୋକ୍ସୋ ଆଇନରେ ସଂଶୋଧନ...

ଆଜିର ବଡ଼ ଖବର(୨୧ ଏପ୍ରିଲ, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସର ବାବା ନିରଞ୍ଜନ: ନେତା-କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ୧୯ ତାରିଖରେ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ...

ମହାଭିଯୋଗ: ତର୍କ ଅପେକ୍ଷା ରାଜନୀତି ବେଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସ ସମେତ ୭ଟି ଦଳ ଯେଉଁ ମହାଭିଯୋଗ ନୋଟିସ ଦେଇଛନ୍ତି ସେଥିରେ ତର୍କ ଅପେକ୍ଷା ରାଜନୀତି ବେଶୀ ଥିବା କଥା କ୍ରମଶଃ ସ୍ପଷ୍ଟ...

ନାବାଳିକା ଦୁଷ୍କର୍ମ ପାଇଁ ଫାଶୀ ଦଣ୍ଡ! ଶନିବାର ଆସିପାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅର୍ଡିନାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଏକ କ୍ୟାବିନେଟ ବୈଠକରେ ଯୋଗଦେବେ। ଏହି ବୈଠକରେ ପୋକ୍ସୋ ଆଇନରେ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ଆସିବ। ମୋଦି ସରକାର ଶନିବାର ଦିନ ଦୁଇଟି...

ଦୀପକ ମିଶ୍ରଙ୍କ ନାଁରେ ଆସିଲା ମହାଭିଯୋଗ: ଜାଣନ୍ତୁ ପୂର୍ବରୁ କେଉଁ ବିଚାରପତିଙ୍କ ନାଁରେ ଆସିଥିଲା ମହାଭିଯୋଗ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ପୂର୍ବରୁ ୬ଜଣ ବିଚାରପତିଙ୍କ ନାଁରେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ଜଷ୍ଟିସ...

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ଛନ୍ଦି ହୋଇପଡ଼ିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି...

ଆଜିର ବଡ଼ ଖବର (୨୦ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୭ ବର୍ଷରେ ୬ ଥର: ଆଉ ବଦଳିବେ କେତେ ପିସିସି ସଭାପତି? ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ...

‘ଗୀତା’ଙ୍କ ସ୍ୱୟମ୍ବର: ବର ଚୟନ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୪ବର୍ଷ ପରେ ପାକିସ୍ତାନରୁ  ଭାରତ ଫେରିଥିବା ମୂକ ଓ ବଧିର ଝିଅ ଗୀତାଙ୍କ ପାଇଁ ଚାଲିଛି ବର ଖୋଜା। ଗୀତାଙ୍କ ପାଇଁ ବର ଚୟନ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଏକୁଟିଆ...