National

ଓଡ଼ିଆ ଆଇପିଏସ୍ ସ୍ଵୟଂ ପ୍ରକାଶ ପାଣି ହେଲେ ଜାମ୍ମୁ କାଶ୍ମୀରର ସର୍ବକନିଷ୍ଠ ଆଇଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାମ୍ମୁ ଓ କାଶ୍ମୀର ପୋଲିସ୍ ପ୍ରଶାସନରେ ହୋଇଛି ଅଦଳବଦଳ। ଏଥିରେ ସାମିଲ ହୋଇଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର୍‌। ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ଭାବେ ସେ ଜାମ୍ମୁ ଓ କାଶ୍ମୀରର ଆଇଜି...

କେପଟାଉନ୍ ଦିନିକିଆରେ ଜିତିଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେପ୍‌ଟାଉନ୍‌ ଦିନିକିଆରେ ୧୨୪ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ଟି ଦିନିକିଆରୁ ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଟିମ୍‌ ଇଣ୍ଡିଆ ସିରିଜରେ ୩-୦ରେ ଆଗୁଆ...

ନେହେରୁଙ୍କଠାରୁ ରାହୁଲଙ୍କ ଯାଏଁ: କାହାକୁ ଛାଡ଼ିଲେନି ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପରେ ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ି ନାହାନ୍ତି ମୋଦି। ଲୋକସଭାରେ କଂଗ୍ରେସ ଉପରେ...

ଆଧାରକାର୍ଡ ଲାମିନେଶନ୍ କରୁଛନ୍ତି କି? ସାବଧାନ ହୋଇଯାନ୍ତୁ, ହ୍ୟାକ୍ ହୋଇପାରେ ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଧାରକାର୍ଡଧାରୀମାନେ ସାବଧାନ ହୋଇଯାନ୍ତୁ ନଚେତ୍ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଯଦି ଆପଣ ଆପଣଙ୍କର ଆଧାରକାର୍ଡର ସୁରକ୍ଷା ପାଇଁ ତାକୁ ଲାମିନେଶନ୍ କିମ୍ବା ପ୍ଲାଷ୍ଟିକ କାର୍ଡ କରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଆଧାର...

କାର୍‌ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍ ଆହତ ହୋଇଛନ୍ତି। ରାଜସ୍ଥାନର କୋଟାରେ ଥିବା ଏକ ବିବାହ ଭୋଜିରେ ଭାଗ ନେବା ପାଇଁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍...

ବଢିଲା ସୁନା ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନା ଦର ମହଙ୍ଗା ହୋଇଛି। ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ପହଞ୍ଚିଛି ସୁନା। ବିଶ୍ୱର ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଦର ଉପରେ...

ତାଇୱାନ୍‌ରେ ଭୂକମ୍ପ: ଦୋହଲିଗଲା ହୋଟେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ବିଳମ୍ବିତ ରାତିରେ ତାଇୱାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୬.୪। ଏହି ଭୂକମ୍ପରେ ବଡ଼ ଧରଣର କ୍ଷତି ହୋଇଥିବା ଅନୁମାନ କରାଯାଉଛି।...

ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୯କୁ କଣ୍ଟ କଲେ ସୁପ୍ରିମକୋର୍ଟ ୨୦୦୯ ସୁଦ୍ଧା ଧର୍ମାନୁଷ୍ଠାନ ପାଖରେ ଜମିପଟ୍ଟା ନଥିଲେ ବିଚାର କରିବେ ରାଜ୍ୟ ସରକାର ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଅନୁଧ୍ୟାନ କରି...

ରେଳ ବଜେଟ୍: ଓଡ଼ିଶା ମାଗିଥିଲା ୬,୫୦୦ କୋଟି, ମିଳିଲା ୫,୨୫୨ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ଦେଇଛି ଅନୁଦାନ। ମୁଖ୍ୟମନ୍ତ୍ରୀ ରେଳବାଇର ବିକାଶ ପାଇଁ ୬ ହଜାର ୫୦୦ କୋଟି ମାଗିଥିବା ବେଳେ ମିଳିଛି ୫ ହଜାର ୨୫୨ କୋଟି। ରେଳ ବଜେଟ୍‌ରେ...

ଜାମ୍ମୁକାଶ୍ମୀର: ହସ୍ପିଟାଲ୍ ଉପରକୁ ଆତଙ୍କବାଦୀ ଆକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଳିବିନିମୟ ବେଳେ ଚମ୍ପଟ୍ ମାରିଲା ପାକିସ୍ତାନୀ କଏଦୀ ଆତଙ୍କବାଦୀଙ୍କ ହମ୍‌ଲାରେ ଜଣେ ପୋଲିସ୍‌କର୍ମୀ ମୃତ୍ୟୁ ଜାମ୍ମୁକାଶ୍ମୀର ଶ୍ରୀନଗରର ଶ୍ରୀ ମହାରାଜ ସିଂହ ହସ୍ପିଟାଲ୍ ଉପରକୁ ହମଲା କରିଛନ୍ତି ଆତଙ୍କବାଦୀ।  ପୋଲିସକର୍ମୀଙ୍କ...