National

ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି: ଇରାନକୁ ସହାୟତାର ହାତ ବଢ଼ାଇଲା ରୁଷ

ଓଡ଼ିଶାଲାଇଭ୍ ବ୍ୟୁରୋ ହିଂସାର ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଭୀଷଣ ରୂପ ନେବାକୁ ଲାଗିଛି। ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଆମେରିକା। ଗୋଟିଏ ପଟେ ଆମେରିକାର...

ମାଲକାନଗିରି ସୀମାନ୍ତ ମରଡ଼ାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି। ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି...

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଲଣ୍ଡନ ଯାଉଥିବା ସମସ୍ତ ଯାତ୍ରୀ ମୃତ!

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯୋଗୁଁ ମାତ୍ର ଜଣଙ୍କୁ ଛାଡ଼ି ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ନିଧନ ହୋଇଛି।...

ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ: ଲଣ୍ଡନ ଯାଉଥିଲେ ୨୪୨ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ମୋଟ ୨୪୨ ଜଣ ଥିଲେ। ୨୩୦ ଜଣ ଯାତ୍ରୀଙ୍କ ସହ ୧୨...

ଛତିଶଗଡ଼: ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ସୁକୁମା ଜିଲ୍ଲାର କୋଣ୍ଟା-ଏରାବୋରା ରାସ୍ତାରେ ମାଓବାଦୀ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ କୋଣ୍ଟା ଟିଆଇ ଓ ଏସଡିପିଓ ଏବଂ ଅନ୍ୟ...

ଏନଡିଏର ପ୍ରଥମ ବ୍ୟାଚର ୧୭ ସଫଳ ମହିଳା କ୍ୟାଡେଟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/I9_9Fj10UDE ଭାରତୀୟ ସଶସ୍ତ୍ର ବାହିନୀରେ ମହିଳାଙ୍କ ପାଇଁ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ପୁନେର ଜାତୀୟ ପ୍ରତିରକ୍ଷା ଏକାଡେମୀ ବା ଏନଡିଏର ୧୪୮ତମ କୋର୍ସରେ ପ୍ରଥମ ମହିଳା ବ୍ୟାଚରେ ୧୭ ଜଣ...

କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟ୍ରାରୁ ଶ୍ରୀନଗରକୁ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି, ଶନିବାର ସକାଳେ କଟ୍ରାରୁ ଯାତ୍ରୀଙ୍କୁ ଧରି ଶ୍ରୀନଗରକୁ ଯାତ୍ରା...

ଆଧାର ଅପବ୍ୟବହାର ହେଉଛି କି ନାହିଁ କିପରି ଯାଞ୍ଚ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Aj21wd9VK0c ଆଧାର ନମ୍ବର ଏବେ ସବୁକ୍ଷେତ୍ରରେ ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ନଥିଲେ କୌଣସି କାରବାର କରିବା ଖୁବ କଷ୍ଟକର। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଉଛି।...

ବସ୍‌ ତୁଳନାରେ କାହିଁକି ଟ୍ରେନ ଭଡ଼ା କମ୍ ହୋଇଥାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ezV8ipLEZ1Y ଦୂର ଯାତ୍ରା ପାଇଁ ଲୋକେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରନ୍ତି। କାରଣ ଟ୍ରେନର ଭଡ଼ା ଅନ୍ୟ ଯାତାୟାତ ମାଧ୍ୟମ ତୁଳନାରେ କମ୍ ଓ ସୁବିଧାଜନକ ହୋଇଥାଏ। ଟ୍ରେନରେ ସ୍ଲିପର ଓ...

ପରିବେଶ ପାଇଁ ଅଭିଶାପ ପାଲଟିଛି ପ୍ଲାଷ୍ଟିକ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=EYrlfD0G-rM&t=112s ଆଜି ବିଶ୍ଵ ପରିବେଶ ଦିବସ। ପରିବେଶକୁ ସୁସ୍ଥ ଏବଂ ସବୁଜ କରିବା ଉଦ୍ଦେଶ୍ୟରେ ୧୯୭୩ ମସିହା ଜୁନ ତାରିଖରୁ ‘ବିଶ୍ଵ ପରିବେଶ ଦିବସ’ ପାଳନ ଆରମ୍ଭ ହୋଇଥିଲା। ପ୍ଲାଷ୍ଟିକ ମୁକ୍ତ ପରିବେଶ...