୨୪ ଘଣ୍ଟାର ଟପ୍ ଟେନ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ପାକିସ୍ତାନ:ସାତ ବର୍ଷର ବାଳିକାକୁ ଧର୍ଷଣ ଓ ହତ୍ୟା ବିରୋଧରେ ନ୍ୟୁଜ୍ ଆଙ୍କର କୋଳରେ ଝିଅକୁ ଧରି ପଢିଲେ ଖବର।
୨. ଆତଙ୍କବାଦୀ ଆଖ୍ୟା ଦେବା ପରେ ଆରଏସ୍ଏସ୍କୁ 'ହିନ୍ଦୁ ଉଗ୍ରବାଦୀ' ସଙ୍ଗଠନ ...
ଦେଶର ବିଭିନ୍ନ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫ ତାରିଖରେ ତିରୁବନନ୍ତପୁରମ୍ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି
୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍ରେ ନିର୍ମାଣ ହେବ ବାଲୁକା କଳା
ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି...
ଜିଲ୍ଲାପାଳ ହେବାର ସ୍ଵପ୍ନ ଏବେ ହେବ ସହଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁମାନେ ଭବିଷ୍ୟତରେ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଳ ହେବାର ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଛତିଶଗଡ଼ ସରକାର।
ଯେଉଁ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷା ନିମନ୍ତେ ପ୍ରସ୍ତୁତି...
ରକେଟମ୍ୟାନ୍ ହେଲେ ଇସ୍ରୋ ଚେୟାରମ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ବୈଜ୍ଞାନିକ ହେବା ସାଙ୍ଗକୁ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ଜଣାଶୁଣା ଡକ୍ଟର କେ.ଶିଭନ । ତାଙ୍କର ଅନେକ ଜର୍ଣ୍ଣାଲ ପ୍ରକାଶିତ ହୋଇସାରିଛି। ଏଥିପାଇଁ ଅନେକ ପୁରସ୍କାର ମଧ୍ୟ ଜିଣିଛନ୍ତି ଶିଭନ।
ପ୍ରସିଦ୍ଧ ବୈଜ୍ଞାନିକ...
ବ୍ରାଡମ୍ୟାନଙ୍କୁ ବି ଟପିଲେ ଏହି କ୍ରିକେଟର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ଜଗତର ବହୁ ନାମୀଦାମୀ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି ବାହିର ଶାହ। କ୍ରିକେଟର ଶିଶୁ କୁହାଯାଉଥିବା ଦେଶ ଆଫଗାନିସ୍ତାନର ଯୁବ କ୍ରିକେଟରଙ୍କ ପ୍ରତିଭା ସାରା ବିଶ୍ଵକୁ ଚମକାଇ ଦେଇଛି।
ଅଷ୍ଟ୍ରେଲିଆର ସାର୍...
ପୂଜା ସାମଗ୍ରୀ-ଗୀତା-ମୁସଲିମ ସମ୍ମିଳନୀ: ଜାଣନ୍ତୁ କେମିତି ବଦଳୁଛି ଦେଶର ରାଜନୀତି
ଭାସ୍କର ପରିଚ୍ଛା
କୁହାଯାଏ ରାଜନୀତିର ଓଟ କେତେବେଳେ କେଉଁ ଚକଡା ଉପରେ ବସିବ ତାହାର ଭବିଷ୍ୟବାଣୀ କେହି ବି କରି ପାରିବେ ନାହିଁ। ୨୦୧୯ ସଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ...
ହୋଟେଲରୁ ରୁପା ଚାମଚ ଚୋରାଇ ଧରାପଡ଼ିଲେ ସାମ୍ବାଦିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୋରି କରିଥିଲେ ଚାମଚ, ଜରିମାନା ଦେଇ ମୁକୁଳିଲେ
ଭିଭିଆଇପିଙ୍କ ବିଦେଶ ଗସ୍ତରେ ସାମିଲ ହୋଇଥାନ୍ତି ବରିଷ୍ଠ ସାମ୍ବାଦିକ। ବିଦେଶରେ ଆୟୋଜିତ ସମ୍ମିଳନୀ ଓ ଆଲୋଚନାରେ ଭିଭିଆଇପିଙ୍କ ଭୂମିକା ଓ ମତାମତ ସମ୍ପର୍କରେ...
ଆଧାର ଗୋପନୀୟତା ପଦାରେ ପଡ଼ିଲା ପରେ ଚେତିଲା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁଆଇଡିଏଆଇ ଆଣିଲା ୧୬ ଅଙ୍କ ବିଶିଷ୍ଟ ଆଇଡି
ନୂଆ ଆଇଡି ମିଳିବା ପରେ ପୁରୁଣା ଆଇଡି ଆପଣା ଛାଏଁ ବାତିଲ୍
ଜୁନ୍ ୧ ତାରିଖ ସୁଦ୍ଧା ଉପଭୋକ୍ତାମାନଙ୍କଠାରୁ ଭର୍ଚୁଆଲ୍ ଆଇଡି...
ଉଠୁନି ପରଦା: ସସପେନ୍ସରେ ଛାତ୍ର ଶ୍ରୀୟାସ୍ ମୃତ୍ୟୁ ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜର +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀୟାସ୍ ମୁତ୍ୟୁ ଘଟଣା ଏବେ ବି ସସ୍ପେନ୍ସରେ। ଏହି ଘଟଣା ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ପୋଲିସ ପାଇଁ...
ସଫଳ ଉପନ୍ୟାସ ଲେଖିବା କଷ୍ଟସାଧ୍ୟ ବ୍ୟାପାର: ବାଲେନ୍ଦୁ ଦ୍ୱିବେଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଭିତରେ ବିଭିନ୍ନ ପ୍ରକାରର କ୍ଷମତା ରହିଛି। ତା’ ସହିତ ଭରି ରହିଛି ଛଳ, କପଟ, ପ୍ରେମ। ଏପରିକି ଭଗବାନ ଶଙ୍କର ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି। ତେଣୁ...





















