ବଲିଉଡରେ ଏଣ୍ଟ୍ରି ମାରିବେ ପ୍ରଭାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ବାହୁବଳୀର ସଫଳତା ପରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପ୍ରଭାସ। ହେଲେ ସେ ଆକ୍ସନ ହିରୋ ନୁହେଁ, ରୋମାଣ୍ଟିକ୍ ହିରୋ ଭାବେ ସେ ନଜରକୁ ଆସିବେ।
ଖୁବ୍ଶୀଘ୍ର ବାହୁବଳୀ ଫେମ୍ ପ୍ରଭାସ...
ଜାତିବାଦକୁ ନେଇ ମହାରାଷ୍ଟ୍ରରେ ହିଂସା: ବନ୍ଦ ରହିଲା ସ୍କୁଲ-କଲେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିବାଦକୁ ନେଇ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ହିଂସା। ବନ୍ଦ ରହିଛି ସ୍କୁଲ୍, କଲେଜ। ଆଙ୍ଗ୍ଲୋ ମରାଠା ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଖାଦେଇଛି ଏଭଳି ଉତ୍ତେଜନା। ବୁଧବାର ମହାରାଷ୍ଟ୍ର...
କେଶବ ଗୋଖଲେ ହେବେ ଭାରତର ବୈଦେଶିକ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନୂତନ ବୈଦେଶିକ ସଚିବ ହେବେ ବିଜୟ କେଶବ ଗୋଖଲେ। ସେ ଜାନୁଆରୀ ୨୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂତନ ବୈଦେଶିକ ସଚିବ...
ବଢ଼ିଲା ଡିଜେଲ୍ ଦର: ୬୪ ଟଙ୍କାରେ ପହଞ୍ଚିଲା ଲିଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ବଢ଼ିଲା ଡିଜେଲ ଦର। ଏହି ଦର ବୃଦ୍ଧି ଲୋକଙ୍କୁ କରିଛି ଅତିଷ୍ଠ। ଡିଜେଲ୍ ଲିଟର ପିଛା ଦର ଏବେ ବଢି ୬୪ ଟଙ୍କା ୮ ପଇସାରେ ପହଞ୍ଚିଛି। ୨୦୧୭ ସେପ୍ଟେମ୍ବରରୁ...
ଜେଇଇ ମେନ୍ ଏପ୍ରିଲ୍ ୮ରେ; ଅନଲାଇନରେ ହେବ ଜେଇଇ ଆଡଭାନ୍ସଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ପରୀକ୍ଷା ଦେବେ ୪୬ ହଜାର ଛାତ୍ରଛାତ୍ରୀ
ଆସନ୍ତା ଏପ୍ରିଲ୍ ୮ରେ ଅନୁଷ୍ଠିତ ହେବ ଜେଇଇ ମେନ୍ ୨୦୧୮। କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଜେଇଇ ମେନ୍ ଓ ଜେଇଇ...
ବିଜେପିରେ ମିଶିଲେ ତିନି ତଲାକ ଆବେଦନକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ତଲାକ୍ ମାମଲାର ଆବେଦନକାରୀ ଇଶରତ୍ ଯାହାନ୍ ବିଜେପିରେ ଯୋଗ ଦେଇଛନ୍ତି। ହାୱଡାସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।
ବିଜେପିରେ ଯୋଗ ଦେବା ପରେ ଇଶରତ୍ ପ୍ରଧାନମନ୍ତ୍ରୀ...
ସୁଧହାର କମାଇଲା ଏସବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ସୁଧହାର ଏବଂ ବେଞ୍ଚ ମାର୍କ (ବିପିଏଲ୍ଆର୍)ରେ ୩୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ବ୍ୟବସ୍ଥା ନୂଆବର୍ଷର ପ୍ରଥମଦିନରୁ ଲାଗୁ ହୋଇଛି।
ଏବେ ଏସ୍ବିଆଇ ଗ୍ରାହକମାନଙ୍କ...
ଏୟାରଟେଲ୍ ଟିଭି ଆପ୍ ପ୍ରସ୍ତୁତ; ଜୁନ୍ ପର୍ଯ୍ୟନ୍ତ ମାଗଣାରେ ମନୋରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇ ଭାରତୀ ଏୟାରଟେଲ୍ ଆଉ ପାଦେ ଆଗେଇଛି। ନୂଆବର୍ଷରେ ଗ୍ରାହକମାନଙ୍କୁ ଦେଇଛି ନୂତନ ଭେଟି। ଶୁଭାରମ୍ଭ କରିଛି ଟିଭି ଆପ୍।
ଏହି ଏୟାରଟେଲ୍ ଆପରେ ରହିଛି ୩୦୦ରୁ ଅଧିକ...
ଭାରତରେ ପ୍ରତି ୩ ଦିନରେ ଗୋଟିଏ ବାଘ ଟଳିପଡ଼ୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ହିସାବ ଅନୁଯାୟୀ ପ୍ରତି ୩ଦିନରେ ଗୋଟିଏ ବାଘ ମୃତ୍ୟୁମୁଖରେ ପଡ଼ୁଛି। ଗତ ୨ବର୍ଷ ଧରି ଭାରତରେ ବାଘ ମୃତ୍ୟୁ ସଂଖ୍ୟା ବାର୍ଷିକ ୧୦୦ ଟପିଯାଇଛି। ଏହା...
ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ପ୍ଲିଜ୍ ୱେଟ୍…
ଭାସ୍କର ପରିଚ୍ଛା
ଡେସ୍କଟପରେ କୌଣସି ନୂଆ ସଫ୍ଟୱେର୍ ଭର୍ତ୍ତି କଲାବେଳେ ଯେଭଳି ସ୍କ୍ରିନରେ ଲେଖା ଆସେ 'ଲୋଡିଂ... ପ୍ଲିଜ୍ ୱେଟ୍', କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କଥାଟି ମଧ୍ୟ...





















