ହନିମୁନରେ ବିରାଟ-ଅନୁଷ୍କା: ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ହନିମୁନ୍ରେ ରୋମ୍ ଯାଇଛନ୍ତି ବିରାଟ-ଅନୁଷ୍କା। ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନୁଷ୍କା ଏହା ସ୍ପଷ୍ଟ କରିଛନ୍ତି।
ଇଟାଲିରେ ସିକ୍ରେଟ ବିବାହ କରିବା ପରେ ବିରାଟ-ଅନୁଷ୍କା ହନିମୁନ୍ ପାଇଁ ରୋମ୍ ଯାଇଛନ୍ତି। ଏନେଇ...
ଆଧାର କାର୍ଡ ମାମଲା: ସୁପ୍ରିମକୋର୍ଟ ଦୂର କଲେ ସନ୍ଦେହ, ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ସମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦଲିଲକୁ ମାନି ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ସଂଯୋଗ କରିବା ପାଇଁ ସମୟ ସୀମାକୁ ୩୧ ମାର୍ଚ୍ଚ ଯାଏଁ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ...
ଶେଷ ହେଲା ଗୁଜୁରାଟ ନିର୍ବାଚନ: ଜାଣନ୍ତୁ କିଏ କେଉଁଠି ଦେଲେ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ଗୁଜୁରାଟ ବିଧାନସଭା ଭୋଟ୍। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତା ବୁଥ୍କୁ ଯାଇ ଭୋଟ୍ ଦେଇଛନ୍ତି। ଜାଣନ୍ତୁ କେଉଁ ନେତା କେଉଁଠି ଭୋଟ...
୨୦୨୦ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ ମୋର ଶେଷ ଲକ୍ଷ୍ୟ: ମେରୀ କମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ବକ୍ସର ମେରୀ କମ୍ଙ୍କ ସ୍ୱପ୍ନ ଶେଷ ହୋଇନି। ମହିଳା ବକ୍ସିଂକୁ ନେଇ ତାଙ୍କ ମନରେ ଅନେକ ଆଶା ରହିଛି। ୨୦୨୦ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ସେ...
ଅନୁଷ୍କାଙ୍କ ଫିଟନେସ୍ ରହସ୍ୟ: ଜିମ୍ ଯିବା ସହ ଦୁଇଥର ଯୋଗ କରନ୍ତି ଏହି ସେଲିବ୍ରିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦୁଇଥର ଯୋଗ କରିବା ସହ ଜିମ୍ ଯାଆନ୍ତି ସେଲିବ୍ରିଟି ଅନୁଷ୍କା ଶର୍ମା। ଏହାସହ ଅନୁଷ୍କା ଜଙ୍କ୍ଫୁଡକୁ ନା କୁହନ୍ତି।
ଡିସେମ୍ବର ୧୧ରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ...
ଗୁଜୁରାଟ ଭୋଟ୍: ଏକଜିଟ ପୋଲ୍ କହୁଛି ପୁଣି ଫୁଟିବ ପଦ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ଭୋଟ। ୧୮ ତାରିଖରେ ହେବ ଭୋଟ ଗଣତି। ତେବେ ଏହା ପୂର୍ବରୁ ଆସିଛି ଏକ୍ଜିଟ୍ ପୋଲ୍ ଫଳାଫଳ। ଗୁଜୁରାଟରେ ପୁଣି ପଦ୍ମ ଫୁଟିବ ବୋଲି...
ରୋମରେ ବିରାଟ – ଅନୁଷ୍କା: ଭାରତ ଫେରିଲେ ଅନୁଷ୍କାଙ୍କ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଟାଲିର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିବା ପରେ ହନିମୁନରେ ରୋମ୍ ଯାଇଛନ୍ତି ବିରାଟ - ଅନୁଷ୍କା। ଆସନ୍ତା ସପ୍ତାହରେ ଉଭୟ ଭାରତ ଫେରିବେ। ଡିସେମ୍ବର ୨୧ ଓ ୨୬ ତାରିଖରେ...
ବଡ଼ ଭାଇଙ୍କ ପାଦ ଛୁଇଁ ଭୋଟ ଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ସାବରମତିରେ ଭୋଟ ଦେଇଛନ୍ତି। ବଡ଼ ଭାଇ ସୋମା ମୋଦିଙ୍କ ପାଦ ଛୁଇଁ ପ୍ରଧାନମନ୍ତ୍ରୀ ୧୧୫ ନମ୍ବର ବୁଥ୍ ଆଗରେ ଲାଇନ୍ରେ ଛିଡ଼ା ହୋଇଥିଲେ।
ଗୁଜୁରାଟ ବିଧାନସଭା ପାଇଁ...
ବାହୁବଳିଠାରୁ ବିଟ୍କଏନ ପର୍ଯ୍ୟନ୍ତ ଏହି ସବୁକୁ ଘାଣ୍ଟୁଥିଲେ ଭାରତର ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗଲ ପକ୍ଷରୁ ୨୦୧୭ର ଟପ୍ ସର୍ଚ୍ଚ ଲିଷ୍ଟ ଜାରି କରାଯାଇଛି। ଏହି ତାଲିକାରୁ ଜଣାପଡିଛି ଯେ ବଲିଉଡ, କ୍ରିକେଟ ଓ ଟେକ୍ନୋଲଜି ସମ୍ପର୍କିତ 'କୀ ୱାର୍ଡ' ଟ୍ରେଣ୍ଡରେ ରହିଥିଲା। ଏହି ତାଲିକାରେ...
ସକାଳୁ ସକାଳୁ ଭୋଟ ଦେଲେ ମୋଦିଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ନିର୍ବାଚନରେ ଆଜି ୯୩ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହିସବୁ ଆସନ ହିଁ ଦଳ ଓ ପ୍ରାର୍ଥୀଙ୍କ ଭବିଷ୍ୟତ କହିବ। ସତ କହିଲେ ଦ୍ୱିତୀୟ ପର୍ଯ୍ୟାୟ...





















