୭୧ ବର୍ଷରେ ସୋନିଆ: ଜାଣନ୍ତୁ ଏହି ପାୱାରଫୁଲ୍ ଲେଡିଙ୍କ ବିଷୟରେ ୧୦ଟି କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରାଜନୀତିରେ ଯେଉଁ କେତେଜଣ ମହିଳା ଆଗଧାଡ଼ିରେ ଅଛନ୍ତି ସେମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ହେଉଛନ୍ତି ଅନ୍ୟତମ। ପ୍ରଧାନମନ୍ତ୍ରୀ ହୋଇ ନଥିଲେ ମଧ୍ୟ ସୋନିଆ କ୍ଷମତାକୁ ଅତି ନିକଟରୁ ଉପଭୋଗ କରିଛନ୍ତି।...
ମହାନଦୀ ପ୍ରସଙ୍ଗ: ସୁବିଧାରେ ବିଜେଡି
ଭାସ୍କର ପରିଚ୍ଛା
ମହାନଦୀ ପ୍ରସଙ୍ଗଟି ପୁଣି ଥରେ ସାମ୍ନାକୁ ଆସିଛି। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଜବାବ ପରେ ଏହା ଊଣା ଅଧିକ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର...
୨୪ ଘଣ୍ଟାର ଟପ୍ ଟେନ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଆଦାୟ କରିଥିବା ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ କଲେ କେଜ୍ରିୱା ଲ ସରକାର, ରୋଗୀଙ୍କ ଭବିଷ୍ୟତ ଅନିଶ୍ଚିତ।
୨. ଗୁଜରାଟ ନିର୍ବାଚନର ଠିକ୍ ପୂର୍ବରୁ ଦଳକୁ...
ଫୋକସରେ ଗୁଜୁରାଟ: ୮୯ ଆସନ ପାଇଁ ଶନିବାର ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଶନିବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ୧୯ ଜିଲ୍ଲାର ୮୯ଟି ନିର୍ବାଚନମଣ୍ଡଳୀରେ ଭୋଟର ମତଦାନ କରିବେ। କଚ୍ଛର ୬ଟି ଆସନ, ସୌରାଷ୍ଟ୍ରର...
୨୦୧୮ ମାର୍ଚ୍ଚ ୩୧କୁ ଘୁଞ୍ଚିଲା ଆଧାର-ପ୍ୟାନ୍ ଲିଙ୍କ୍ ଡେଡଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୁଞ୍ଚିଲା ଆଧାର ଲିଙ୍କର ଡେଡଲାଇନ୍। କରଦାତା ଏବଂ ଗ୍ରାହକଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍ ନମ୍ବର ଲିଙ୍କ୍ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି।...
ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ କହି କଂଗ୍ରେସରୁ ବିଦା ହେଲେ ମଣିଶଙ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଚତୁରତାର ସହ ଗୋଟି ଚାଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଜ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କୁ...
ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଜୟୀ ରାଜଗୁରୁ: ଉପ-ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟୀ ରାଜଗୁରୁ ଫାଉଣ୍ଡେସନ୍ ତରଫରୁ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆଠାରେ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଶ୍ରାଦ୍ଧବାର୍ଷିକୀରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ...
ଦ୍ୱିଗୁଣିତ ଆୟ କୃଷକ ଆତ୍ମହତ୍ୟାର ସଠିକ ଉପଚାର ନୁହେଁ; କୃଷିରେ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ
ପ୍ରଫେସର ରାଜକିଶୋର ପଣ୍ଡା
ଆମ ଦେଶରେ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ଉପରେ ଅନେକ କାରଣ ରହିଛି। ତେବେ ତା’ର ମୁକାବିଲା ପାଇଁ ସରକାର କେତେକ ଆଶୁ ପଦକ୍ଷେପ ନେବା ଜରୁରୀ।
ଦେଶରେ କୃଷକ ଆତ୍ମହତ୍ୟା କ୍ରମାଗତ ଭାବରେ...
ଗୁଜୁରାଟ ନିର୍ବାଚନ: କ’ଣ କହୁଛି ‘ମହାସର୍ଭେ’ ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ମହାସମରରେ କିଏ ଜିତିବ କିଏ ହାରିବ ସେ କଥା ତ ଡିସେମ୍ବର ୧୮ ତାରିଖରେ ହିଁ ଜଣା ପଡ଼ିବ, କିନ୍ତୁ ତା’ ପୂର୍ବରୁ ଆସନ୍ତୁ ଦେଖିବା ଓପିନିୟନ ପୋଲ କଣ...
ତେରେ ରସ୍କେ କମର… କାହିଁକି ନିଆଁ ଲଗେଇଛି ଏହି ଗୀତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ଦିନ ଧରି ଗୋଟିଏ ଗୀତ ଦେଶରେ ବେଶ୍ ଲୋକପ୍ରିୟ ହୋଇଛି ଏବଂ ପ୍ରତିଟି ଆସରରେ ଏହା ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ଦବଦବା କିଛି କମ...





















