National

ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ୩୦୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଜାନୁଆରି ୧୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ (ଡବ୍ଲୁସିଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପଶ୍ଚିମ କେନ୍ଦ୍ରୀୟ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୧୫ଟି ପଦବୀ...

ପୁଣି ଚିନ୍ତା ବଢ଼ାଇଲାଣି କୋଭିଡ, ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ  

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଚିନ୍ତା ଆରମ୍ଭ ହୋଇଛି। ସୋମବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୩୩୫ ଜଣଙ୍କଠାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ...

ସଂସଦ ସୁରକ୍ଷା ଭଙ୍ଗକୁ ନେଇ ଲୋକସଭାରେ ହଙ୍ଗମା, ଶୀତକାଳୀନ ଅଧିବେଶନରୁ ୩୩ ବିରୋଧୀ ସାଂସଦ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ରହିଛି। ଏହି ମାମଲାରେ ସୋମବାର ଲୋକସଭାରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗମା କରିଛନ୍ତି। ଏହି ହଟ୍ଟଗୋଳରେ ଲୋକସଭାରେ ଗୃହକାର୍ଯ୍ୟ...

ପୁଣି ଚର୍ଚ୍ଚାରେ ଦାଉଦ ଇବ୍ରାହିମ, କରାଚୀରେ ବିଷ ଦିଆଯାଇଥିବା ଖବର ହେଉଛି ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ମୋଷ୍ଟ ୱାଣ୍ଟେଡ଼ ଡନ୍ ଦାଉଦ ଇବ୍ରାହିମକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଦାଉଦକୁ ବିଷ ଦିଆଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଷକ୍ରିୟା ଯୋଗୁଁ...

ଭାରତୀୟ ବାୟୁ ସେନା ପକ୍ଷରୁ ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁ ସେନାରେ ବିଭିନ୍ନ ପାଇଲଟ୍ ଓ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ହେବାକୁ ଆଫକାଟ୍ ପରୀକ୍ଷା (୨୦୨୪-୦୧) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି...

କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ ଯାଜପୁରରୁ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ...

ବିଜୟ ଦିବସ: ଆଜିର ଦିନରେ ଭାରତ ଆଗରେ ଧରାଶାୟୀ ହୋଇଥିଲା ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଡିସେମ୍ଵର ୧୬  ତାରିଖ ଦିନ ଧରାଶାୟୀ ହୋଇଥିଲା ପାକସ୍ତାନ, ବଡ଼ ବିଜୟ ହାସଲ କରିଥିଲା ଭାରତ। ୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି ଦିନ ପାକିସ୍ତାନଠାରୁ...

ଟିମ୍ ଇଣ୍ଡିଆରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୭, ଧୋନୀଙ୍କ ପୋଷାକକୁ ଅବସର ଦେଲା ବିସିସିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ ଦଳରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୭। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ଜର୍ସିକୁ ପିନ୍ଧୁଥିଲେ। ଏବେ ଏହାକୁ ଅବସର ଦେବାପାଇଁ...

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା। ଶୁକ୍ରବାର ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି ନେତା...

ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗ: ଉଭୟ ଗୃହରେ ହଟ୍ଟଗୋଳ, ଶୀତକାଳୀନ ଅଧିବେଶନରୁ ୧୫ ବିରୋଧୀ ସାଂସଦ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଉଭୟ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି ହଙ୍ଗାମା ତଥା ନାରାବାଜିରେ ଗୃହ କାର୍ଯ୍ୟ ବ୍ୟାହତ ହେବା ଅଭିଯୋଗରେ ୧୫...