National

ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି  –  ଜାଣନ୍ତୁ, କେମିତି ଫେରିପାଇବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ଆଧାର କାର୍ଡ ହଜିଯାଇିଛି କି? ଯଦି ଆପଣ ନିଜର ଆଧାର କାର୍ଡ ପୁଣିଥରେ ଫେରି ପାଇବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଉପଯୋଗୀ ହେଇପାରିବ। ଆପଣ ନିଜର...

ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗରେ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଏହି ପୁରସ୍କାର ଏଥର ମିଳିତ ଭାବେ ୩ ଜଣଙ୍କୁ ମିଳିବ। ଏନେଇ ନୋବେଲ କମିଟିର ସେକ୍ରେଟାରୀ ଜେନେରାଲ୍ ନାଁ...

ମିର୍ଜାପୁର-୨ର ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ୱେବସିରିଜ୍ ମିର୍ଜାପୁର ସିଜିନ୍-୨ର ରିଲିଜ୍ ହେଲା ଟ୍ରେଲର। ଆମାଜନ୍ ପ୍ରାଇମ୍ ପକ୍ଷରୁ ଏହାର ଟ୍ରେଲର ଭିଡିଓକୁ ମଙ୍ଗଳବାର ରିଲିଜ୍ କରାଯାଇଛି। ଏହି ୱେବସିରିଜକୁ ଦେଖିବା ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ...

କୋର୍ଟରେ ପୁଣି ନିରାଶ ରିୟା, ଅକ୍ଟୋବର ୨୦ ଯାଏଁ ରହିବେ ଜେଲରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ କେସରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ଏଥିରେ ରିୟା...

ହାତକୁ ଦି ହାତ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ହାତକୁ ଦି ହାତ ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲ। ଖୁବଶୀଘ୍ର ସେ ଯୁବ ଉଦ୍ୟୋଗୀ ଗୌତମ କିଚଲୁଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। କାଜଲଙ୍କ ଏହି ବିବାହ ଉତ୍ସବ ମୁମ୍ବାଇରେ...

କରୋନା ନିୟମ ମାନୁନାହାନ୍ତି ଟ୍ରମ୍ପ – ହସ୍ପିଟାଲରୁ ହ୍ୱାଇଟ୍ ହାଉସ୍ ଆସିବା ପରେ ଖୋଲିଲେ ମାସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ ଆକ୍ରାନ୍ତ ଥାଇ ମଧ୍ୟ ଏହାର ନିୟମକୁ ମାନୁନାହାନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ହସ୍ପିଟାଲରୁ ବାହାରିବା ପରେ ସେ ବିନା ମାସ୍କରେ ବୁଲିଛନ୍ତି। ଯାହାକୁ ନେଇ ଏବେ ଆମେରିକା...

କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଝାଡ଼ଖଣ୍ଡ କୋଲବ୍ଲକ ଦୁର୍ନୀତି ମାମଲାରେ ମଙ୍ଗଳବାର ସ୍ପେଶାଲ କୋର୍ଟ ଜର୍ଜ ଭାରତ ପରାଶର ତାଙ୍କୁ ଦୋଷୀ...
supremecourt

ସୁପ୍ରିମକୋର୍ଟରେ ଆଜି ହାଥରସ୍ ଗଣଦୁଷ୍କର୍ମ ମାମଲାର ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ଆଜି ସୁପ୍ରିମକୋର୍ଟ ଦୁଇଟି ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଭିଡିଓ କନଫରେନ୍ସି ଜରିଆରେ ଏହି...

ଦେଶରେ କମୁଛି କରୋନା ସଂକ୍ରମଣ – ୨୪ ଘଣ୍ଟାରେ ୬୧,୨୬୭ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରୁ ୬୧,୨୬୭ ପଜିଟିଭ୍ ଚିହ୍ନଟ ୨୪ ଘଣ୍ଟା ପ୍ରାଣ ହରାଇଲେ ୮୮୪ କରୋନା ରୋଗୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ଟପିଲା ଦେଶରେ କମୁଛି କରୋନା...

ନଭେମ୍ବର ୧୭ରେ ଭେଟାଭେଟି ହେବେ ମୋଦୀ, ଜିନପିଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗି ରହିଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ନଭେମ୍ବର...