‘ବିଗବସ୍-୧୪’ରେ ସାମିଲ ହେବେ ରାଧେ ମା’!

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ସେଲିବ୍ରିଟି ରିଆଲିଟି ସୋ' 'ବିଗବସ୍'ର ନୂଆ ସିଜନ୍ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଶଂସକମାନେ ପ୍ରତିଯୋଗୀଙ୍କ ତାଲିକା ସଂପର୍କରେ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।...

‘ଫିକି’ର ନୂତନ ଅଧ୍ୟକ୍ଷ ହେଲେ ଶୁଭ୍ରକାନ୍ତ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ(ଫିକି)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ 'ଫିକି'ର ଅଧ୍ୟକ୍ଷ ଭାବେ...

‘ପୁଷ୍ପା ୨’ ପୋଷ୍ଟରକୁ ନେଇ ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ 'ପୁଷ୍ପା ୨'କୁ ନେଇ ବଢ଼ିଛି ଉତ୍କଣ୍ଠା, ପୁଷ୍ପାର ହାତ ଥିବା ପୋଷ୍ଟର କହିଛି ଅନେକ କଥା ସାଉଥ ସିନେମା 'ପୁଷ୍ପା' ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ଏବେଯାଏଁ ଲୋକଙ୍କ ମନରୁ ଲିଭିନି।...
parineeta-f

‘ପରିନୀତା’କୁ ୧୫ ବର୍ଷ – ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ବିଦ୍ୟା ବାଲନ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିଜର ଅଭିନୟର କାରିଗରୀ ଏବଂ ହଟକେ ଫିଲ୍ମ ଜରିଆରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ। ତାଙ୍କର ସୁନ୍ଦର ଅଭିନୟ ପ୍ରତ୍ୟକ ଚରିତ୍ରକୁ ଜୀବନ୍ତ...

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ଟିକସମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ...

‘ଦ ଇଣ୍ଡିଆନ ଡିଫେଣ୍ଡର’ ହକି ହିରୋ ଦିଲ୍ଲୀପ ତିର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର। ହକି ହିରୋ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ...

‘ତେଜସ’ର ଟିଜର ରିଲିଜ, ଦମଦାର ଭୂମିକାରେ କଙ୍ଗନା ରାଣାୱତ

ଓଡ଼ିଶାଲାଇଭ୍ ବ୍ୟୁରୋ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ଟିଜର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ'ର ରିଲିଜ ହୋଇଛି ଟିଜର। ଏହି ଚଳଚ୍ଚିତ୍ରରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ...

‘ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ଖୋଲିଲା ମିଲେଟ୍ସ ଫୁଡ୍ ଷ୍ଟଲ

ଓଡ଼ିଶାଲାଇଭ୍ ବ୍ୟୁରୋ ମିଲେଟ୍ସ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏବେ ମିଶନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ...

‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ନାମିତ ହେଲା ରାଜ୍ୟ ଅଗ୍ନିଶମ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ରାଜ୍ୟର ଅଗ୍ନିଶମ ବିଭାଗର ନାମ ପରିବର୍ତ୍ତନ କରିଛନ୍ତି। ସରକାର ଏହାର ନାମକୁ ‘ଓଡ଼ିଶା ଅଗ୍ନିଶମ ସେବା’ ରୁ ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ନାମିତ କରିଛନ୍ତି।...

‘ଓଏସଏସଏସସି’ ପକ୍ଷରୁ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଜାରି ରହିଛି ଆବେଦନ, ମେ’ ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା 'ସ୍ଵାସ୍ଥ୍ୟ କର୍ମୀ' ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ବାହାରିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ ଆବେଦନ...