ଓଡ଼ିଶାରେ କୃଷିର ଉନ୍ନତି ପାଇଁ କାଳିଆ ଯୋଜନା ସବୁକିଛି ନୁହେଁ
ପ୍ରଫେସର ରାଜକିଶୋର ପଣ୍ଡା
ଓଡ଼ିଶାରେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସରକାର ଗଠନ ହୋଇଛି। ବିଧାନସଭାରେ ବିଜୁ ଜନତା ଦଳ ତିନି-ଚତୁର୍ଥାଂଶ ଆସନ ଲାଭ କରିବା ଯୋଗୁଁ ରାଜ୍ୟରେ...
ପ୍ରକୃତି ଓ ମନ
ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...
ପ୍ରଣାମ କାବୁଭାଇ
ନୀଳାମ୍ବର ରଥ
ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଗତବର୍ଷ ତାଙ୍କ ଦେହାନ୍ତ ପରେ ଓଡ଼ିଶାଲାଇଭ୍ ସମ୍ପାଦକ ନୀଳାମ୍ବର ରଥ ଆବେଗମୟ ସ୍ମୃତିଚାରଣ କରିଥିଲେ। ପ୍ରଥମ ଶ୍ରାଦ୍ଧ ବାର୍ଷିକୀ...
ଏଯାଏଁ ମଧୁବାବୁଙ୍କ ସମାଧିପୀଠ ‘ଗୋରାକବର’ ପାଇଲାନି ପର୍ଯ୍ୟଟନସ୍ଥଳୀର ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠ 'ଗୋରାକବର' ସାରା ରାଜ୍ୟରେ ବେଶ ପରିଚିତ। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ବହୁ ଦିନରୁ...
କହିପାରିବେ କି କଟକରେ କେଉଁଠି ଥିଲା ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ?
ଓଡ଼ିଶାଲାଇଭ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଯେଉଁଠି ମଧୁବାବୁଙ୍କ କଥା ଉଠେ ସେଇଠି ମଧୁବାବୁଙ୍କ ଜୋତା କାରଖାନା ଉତ୍କଳ ଟାନେରୀ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାର ପରିସରକୁ ଆସେ। ହେଲେ ଏବେ ଏହା ଲୋକଙ୍କ...
ନୂଆ ରୂପ ନେଉଛି ମଧୁସୂଦନ ସଂଗ୍ରହାଳୟ
ଓଡ଼ିଶାଲାଇଭ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ବ୍ୟବହୃତ ସାମଗ୍ରୀ ଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହା ଶୈଳବାଳା ମହାବିଦ୍ୟାଳୟ...
ଏକ ଛୋଟ ଜୀବନର ବଡ଼ ଅବଦାନ
ତପନ କୁମାର ମିଶ୍ର
କୌଣସି ଏକ ଦୃଶ୍ୟମାନ ଘଟଣା ଘଟିବା ପୂର୍ବରୁ ଏଥିପାଇଁ ଏକ ଅଦୃଶ୍ୟମାନ ଧାରା ସୃଷ୍ଟି ହୋଇଥାଏ। ତା’ ପଛରେ ଜଣେ, କିଛି, ଅଳ୍ପ କେତେକ ଅଥବା ଏକ ଗୋଷ୍ଠୀର ଚିନ୍ତା...
ମଧୁବାବୁ: ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ
ଡକ୍ଟର ଭାଗ୍ୟଲିପି ମଲ୍ଲ
ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ...
ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ
ସୁରସିଂହ ପଟ୍ଟନାୟକ
ଜାତୀୟ ଗୌରବ ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରମ୍ପରା।
ମଧୁସୂଦନ ଓଡ଼ିଶାର ରାଜନୈତିକ ପଟ୍ଟଭୂମିରେ ଊନବିଂଶ ଶତାବ୍ଦୀ (୧୮୮୧)ରେ କେବଳ ପାଦଥାପି...
ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ
ଦାଶ ବେନହୁର
‘‘ଇତିହାସ ତୂରୀ ଜଗତେ ଘୋଷୁଛି
ମୋର ସୁତଙ୍କର ଯଶ,
ତାଙ୍କର ବଂଶଜ ଘୃଣିତ ଓଡ଼ିଆ
ଏହା ମୋ କପାଳ ଦୋଷ।
ବହୁକାଳ ଧରି ରୋଦନ କରୁଛି
ନୟନକୁ ଦିଶୁନାହିଁ,
ମୋହର ସନ୍ତାନ କତିକି ଆସିଲେ
ଅଣ୍ଡାଳି ଚିହ୍ନିବି ମୁହିଁ।’’
ଏ...




















