ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ: କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିବା ପରେ ରବିବାର ସେ ଏହାର ଘୋଷଣା କରିଛନ୍ତି। ଏହାକୁ ନେଇ ସାରା ଦେଶର ରାଜନୀତି...

ଘିଅ ଢାଳିଲେ ଭର୍ତ୍ତୃହରି: ପୁଣି ଜଳିଲା ରେଭେନ୍ସା ନିଆଁ

ମିନତି ମିଶ୍ର ଲିଭି ଆସୁଥିବା ନିଆଁ ପୁଣି ଜଳିବାକୁ ଆରମ୍ଭ କରିଛି। ପୁଣି ତେଜିଛି ରେଭେନ୍ସା ବିବାଦ। ଏ ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ନିଜ ସମ୍ପାଦକୀୟ ‘ଧ୍ୱନି ପ୍ରତିଧ୍ୱନି’...

ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି।...

ଘୁଞ୍ଚୁଛି ସମୟ, ବଢୁଛି ଲବି: ଓଡ଼ିଶାରେ କାହାକୁ ମିଳିବ କଂଗ୍ରେସ କମାଣ?

ମିନତି ମିଶ୍ର ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ମୁଖିଆ। ଗୋଷ୍ଠୀ କନ୍ଦଳରେ ଫାଳ ଫାଳ ହୋଇଛି ଦଳ। ହାଟରେ ଗଡୁଛି ହାତ ରାଜନୀତି। ଦୁଇ...

ଆମେରିକାରେ ରାଜନୀତି ସହ ଦେବତାଙ୍କ ପରିଭାଷାକୁ ଯୋଡ଼ିଲେ ରାହୁଲ

ମିନତି ମିଶ୍ର ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ରବିବାର ସେ ଡଲାସ ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ପକ୍ଷରୁ...

ଦୁର୍ବଳ ହେଉଛି ବିଜେଡି, ବିଜେପିକୁ ବଳ ଯୋଗାଉଛନ୍ତି ଦଳ ଡିଆଁ ନେତା

ମିନତି ମିଶ୍ର ଧୀରେ ଧୀରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ, ଏବେ ବିଜେପିର ବଳ ବଢ଼ାଉଛନ୍ତି ଦଳ ଡିଆଁ ନେତା। ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରେ ଭାଙ୍ଗିଦେଲା ବିଜେଡିର ଗଡ଼। ଦଳ ହାରିବା ପରେ...

କଂଗ୍ରେସରେ ସାମିଲ ହେଲେ ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ସାମିଲ ହୋଇଛନ୍ତି ଭାରତୀୟ ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ। ଶୁକ୍ରବାର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ...

କାହିଁକି ବିଜେପିରେ ମିଶିଲେ ସୁଜିତ କୁମାର?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ଶୁକ୍ରବାର ଦିନ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ଟିକେଟରେ ସେ ରାଜ୍ୟସଭାକୁ ନିର୍ବାଚିତ...

ହରିୟାଣା ବିଧାନସଭା ନିର୍ବାଚନ: ଆମ ଆଦମୀ ପାର୍ଟି ସହ କାହିଁକି ମେଣ୍ଟ କରିବ କଂଗ୍ରେସ?

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣାରେ ସରଗରମ ହୋଇଛି ନିର୍ବାଚନୀ ମାହୋଲ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଧାନସଭା ନିର୍ବାଚନ ପାଇଁ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଛନ୍ତି ବଡ଼...