ଓଡ଼ିଶା ପାଇଲା ଦୁଇ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥର ବିଜେପି...

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://youtu.be/ycLuMp8Sfh4?si=0ZNCo28RAOglJ6Dd ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି। ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କ ନାଁରେ ମୋହର...

ଓଡ଼ିଶାରେ ପହଞ୍ଚିଲେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ: ଖୁବ ଶୀଘ୍ର ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବ ଶୀଘ୍ର ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ଭୁବନେଶ୍ଵରରେ ପହଞ୍ଚିଛନ୍ତି ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ। ଆସନ୍ତାକାଲି, ଜୁନ ୧୨ ତାରିଖରେ ଶପଥ ନେବେ ଓଡ଼ିଶାର...

ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ବୁଧବାର ଦିନ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢ଼ିବ ବିଜେପି। ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।...

ମୋଦୀଙ୍କ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=zTV68iH1oo4 ମୋଦୀ କ୍ୟାବିନେଟର ୩ ଓଡ଼ିଶା ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ। ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦୀଙ୍କ କ୍ୟାବିନେଟରେ ମିଳିଲା ଶିକ୍ଷା...

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିଲା କେଉଁ ଦାୟିତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ। ସୋମବାର ଦିନ ନରେନ୍ଦ୍ର ମୋଦୀ ନୂତନ କ୍ୟାବିନେଟ ସହ ପ୍ରଥମ ବୈଠକ କରିବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ...

କାମଦେଲାନି ଅନୁକମ୍ପା: ସେମିଫାଇନାଲ ଜିତିଲେ, ଫାଇନାଲରେ ଫେଲ୍ ମାରିଲେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗତ ୫ ବର୍ଷ ମଧ୍ୟ ଭିତରେ ଓଡ଼ିଶାରେ ସର୍ବାଧିକ ଉପନିର୍ବାଚନ ହୋଇଥିଲା। ଏଥିରେ ସ୍ଵାଭାବିକ ଭାବେ ଶାସକ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। କିନ୍ତୁ ଏଥର ନିର୍ବାଚନରେ ସେହି ସବୁ...

ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଯାଏଁ ଜଣାପଡ଼ୁନି, କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତାଙ୍କ ନାଁ ରହିଥିଲେ ମଧ୍ୟ ସ୍ପଷ୍ଟ ହୋଇପାରୁ ନାହିଁ ଚିତ୍ର। ୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ଦେଖା...

ରାଜନୀତିରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସନ୍ନ୍ୟାସ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=wu0IS8prn1w ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଏ ନେଇ ସେ ରବିବାର ଦିନ ଘୋଷଣା କରିଛନ୍ତି। କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ...

ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ: ‘ସରି’ କହି ବିଦାୟ ନେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/O0nchcstz_Y?si=qykIxLZhGqXuZ4Dv ବହୁତ ସ୍ଵଳ୍ପ ସମୟର ରାଜନୈତିକ ଜୀବନ। ନିର୍ବାଚନର କେଇ ମାସ ତଳେ ବିଜେଡିରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ। କିନ୍ତୁ ନିଜେ ସେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନିର୍ବାଚନରେ ବିଜେଡିର...