ମୋଦିଙ୍କ ଶପଥ ସମାରୋହରେ ସାମିଲ ହେବେନି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ସମାରୋହକୁ ନେଇ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛିା ଏହି ସମାରୋହରେ ଦେଶର ବିଶିଷ୍ଟ ବ୍ୟକ୍ତି ସାମିଲ ହେଉଥିଲା ବେଳେ ଦେଶର ୬ଟି...

ଧର୍ମେନ୍ଦ୍ର ହେବେ ମନ୍ତ୍ରୀ!

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ମୋଦିଙ୍କ ସହିତ ୫୦ ଜଣ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଅନେକ ନେତାଙ୍କ ପାଖକୁ ପିଏମଓ...

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନମୋହନ ରେଡ୍ଡୀ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ। ବିଜୟଓ୍ୱାଡାସ୍ଥିତ ଆଇଜିଏମସି ଷ୍ଟାଡିୟମରେ ଭବ୍ୟ ସମାରୋହରେ ସେ ଶପଥ ନେଇଛନ୍ତିା ତାଙ୍କୁ ପଦ ଓ ଗୋପନୀୟତାର...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଆଜି ସନ୍ଧ୍ୟା ୭ଟା ବେଳକୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ପୂର୍ବରୁ କେଉଁମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାହାକୁ ନେଇ ଆରମ୍ଭ ହୋଇ...

ମୋଦିଙ୍କ ବଲିଉଡ ଅତିଥି: ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀରେ ପହଞ୍ଚିଲେ କଳାକାର

ଓଡ଼ିଶାଲାଇଭ ବ୍ୟୁରୋ ଆଜି ଅର୍ଥାତ ମେ’ ୩୦ ଭାରତୀୟ ରାଜନୀତିରେ ଏକ ବିଶେଷ ଦିନା ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ ହେଉଛିା ଆଜି ରାଷ୍ଟ୍ରପତି ଭବନରେ ମୋଦି ଦ୍ୱିତୀୟ ଥର...

ମୋଦିଙ୍କ ଶପଥ ଉତ୍ସବରେ ସେଲିବ୍ରିଟି ଖେଳାଳି ହେବେ ସାମିଲ – ଡିନରରେ ରହିବ ଉଭୟ ଭେଜ୍ ଓ ନନଭେଜ୍...

ଓଡ଼ିଶାଲାଇଭ ବ୍ୟୁରୋ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ମୋଦିଙ୍କ ଏହି ଉତ୍ସବ ଲାଗି ସବୁ ପ୍ରସ୍ତୁତି ବି ବିଶେଷ ଭାବେ...

ଆଜିଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଗୁରୁବାରଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ଜୁନ୍ ୧ ତାରିଖ ଯାଏଁ ଚାଲିବ। ୩୦ ଓ ୩୧ ତାରିଖରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ...

ଲୋକସଭା କାମଚଳା ବାଚସ୍ପତି ହେଲେ ସନ୍ତୋଷ ଗଙ୍ଗଓ୍ୱାର

ଓଡ଼ିଶାଲାଇଭ ବ୍ୟୁରୋ ଲୋକସଭା ନିର୍ବାଚନ ୨୦୧୯ରେ ବିଜେପିର ଐତିହାସିକ ବିଜୟ ପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦିା ମୋଦି ଏବଂ ତାଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର...

ଟିଭି ଡିବେଟରୁ ଦୂରେଇଲା କଂଗ୍ରେସ, ସୋ’ରେ ନ ଡାକିବାକୁ ଅନୁରୋଧ

ଓଡ଼ିଶାଲାଇଭ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ପରାଜୟର କାରଣ ଖୋଜିବାରେ ଲାଗିଛିା ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ଇସ୍ତଫା ଦେବାକୁ ଚାହୁଁଥିଲାବେଳେ ଅନ୍ୟପଟେ କଂଗ୍ରେସ ମୁଖପାତ୍ର...

ଅମର ଶତପଥୀ କାମଚାଳ ବାଚସ୍ପତି – ଆଜି ଶପଥ ନେବେ ବିଧାୟକ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଷୋଡଶ ବିଧାନସଭାକୁ ନିର୍ବିଚିତ ବିଧାୟକ ମାନେ ଶପଥ ନେବେ। ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହିବେ , ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଯୋଗ...