ଓଡ଼ିଶାରେ ବିଜେପିର ‘ଫନି’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ ଲୋକସଭା ଆସନରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିଛି। ଯାହା ଆଶା କରାଯାଉଥିଲା ବିଜେପି ପ୍ରାର୍ଥୀମାନେ ୧୫ଟି ଆସନରେ ଆଗୁଆ ଅଛନ୍ତି। ଶାସକ ବିଜେଡିର ପ୍ରାର୍ଥୀମାନେ ମାତ୍ର ୫ଟି ଆସନରେ...
ନିର୍ବାଚନ ରେଜଲ୍ଟ ଉପରେ ସମସ୍ତଙ୍କ ନଜର – କାହିଁକି କଂଗ୍ରେସ, ମହାମେଣ୍ଟ ଲାଗି ଉତ୍ତରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସକାଳ ୮ଟାରୁ ଆରମ୍ଭ ହୋଇସାରିଛି ଭୋଟଗଣତି। ପ୍ରତି ଦଳଙ୍କ ନଜରରେ ରହିଛି ଉତ୍ତରପ୍ରଦେଶ ଉପରେ। ଏହାର କାରଣ ହେଉଛି ଲୋକସଭା ଆସନ ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ଦେଶର ସବୁଠୁ ବଡ଼...
ନବୀନ ଲଢ଼ୁଥିବା ଦୁଇଟି ଆସନ ଉପରେ ଲୋକଙ୍କ ନଜର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଗଣତନ୍ତ୍ରର ସବୁଠୁ ବଡ଼ ପର୍ବର ରେଜଲ୍ଟ ଆଜି ଆସିବାକୁ ଯାଉଛି। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି। ତେବେ ନବୀନ ପଟ୍ଟନାୟକ ଲଢ଼ିଥିବା ଦୁଇଟି ଯାକ ଆସନରେ...
ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବା ସ୍ପଷ୍ଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୋଟ ଗଣତିରୁ ପ୍ରାୟ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ଯାଉଛନ୍ତି। ସକାଳ ସାଢ଼େ ନଅଟା ସୁଦ୍ଧା ଆସୁଥିବା...
ଫଳାଫଳ ପୂର୍ବରୁ ଠାକୁରଙ୍କ ଶରଣରେ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ଘଣ୍ଟାପରେ ଆସିବ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ। କେଉଁଠି ପୂଜା ତ କେଉଁଠି ହୋମ କରୁଛନ୍ତି ନେତା। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରାର୍ଥୀମାନେ ଜିତିବା ପାଇଁ କରୁଛନ୍ତି ଭଗବାନଙ୍କ...
ନବରଙ୍ଗପୁରରେ ରମେଶ ମାଝି ଆଗରେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବରଙ୍ଗପୁରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଗଣତିରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଉଣ୍ଡରେ ଏମପି ପ୍ରାର୍ଥୀ ବିଜେପିର ବଳଭଦ୍ର ମାଝି ୧୨୯୬, ବିଜେଡିର ରମେଶ ଚନ୍ଦ୍ର ମାଝି ୨୦୪୪, କଂଗ୍ରେସର...
ମହାଗଣତି ଆରମ୍ଭ, ବିଜେପି ଆଗୁଆ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।୫୪୨ ଲୋକସଭା ଆସନ,ଓଡ଼ିଶାର ୧୪୬ ବିଧାନସଭା ଆସନ ଓ ଅନ୍ୟ ୩ଟି ରାଜ୍ୟର ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ବିଭିନ୍ନ...
ମୋଦି-ରାହୁଲଙ୍କ ଲାଗି କାହିଁକି ଗୁରୁତ୍ୱପୂର୍ଣ୍ଣ ଆଜିର ଫଳାଫଳ?
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆଜି ୧୭ତମ ଲୋକସଭା ନିର୍ବାଚନ ଲାଗି ଫଳାଫଳ ଘୋଷଣା ହେବ। ଏକଜିଟ୍ ପୋଲର ଆକଳନ ଅନୁସାରେ ଏଥର ଏନଡିଏ ଆଗରେ ରହିବ। ନିର୍ବାଚନର ଫଳାଫଳତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିବ...
ଆଜି ପ୍ରଥମେ ଜଣାପଡ଼ିବ ସମ୍ବଲପୁରର ଫଳାଫଳ
ଓଡ଼ିଶାଲାଇଭ ବ୍ୟୁରୋ
ଆରମ୍ଭ ହୋଇଛି ଭୋଟ ଗଣତି। ଆଗାମୀ ୫ବର୍ଷ ଲାଗି ଜନତା ଶାସନର ଭାର କାହାକୁ ଦେବେ ତାହା ଜାଣିବାଲାଗି ସମସ୍ତଙ୍କର ଅପେକ୍ଷା।
ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ କହିବା ଅନୁସାରେ ସକାଳ...
ଆରମ୍ଭ ହେଲା ଭୋଟଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ପେପର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗଣତି। ୬୩ଟି କେନ୍ଦ୍ରରେ ଚାଲିଛି ଗଣନା। କେନ୍ଦ୍ରରେ ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ଭୋଟଗଣତି ଆରମ୍ଭ ହୋଇଛି।
ଭୋଟଗଣତି ଲାଗି...



















