ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଗଣତିରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଉଣ୍ଡରେ ଏମପି ପ୍ରାର୍ଥୀ ବିଜେପିର ବଳଭଦ୍ର ମାଝି ୧୨୯୬, ବିଜେଡିର ରମେଶ ଚନ୍ଦ୍ର ମାଝି ୨୦୪୪, କଂଗ୍ରେସର ପ୍ରଦୀପ ମାଝି ୧୩୭୭, ବିଏସପିର ଚନ୍ଦ୍ର ଧ୍ୱଜ ମାଝି ୮୭ଟି ଭୋଟ ପାଇଛନ୍ତି। ଦ୍ଵିତୀୟ ରାଉଣ୍ଡରେ ବିଜେଡିର  ରମେଶ ଚନ୍ଦ୍ର ମାଝି ୧୯୦୭ , ବିଜେପିର ବଳଭଦ୍ର ମାଝି ୧୨୪୩, କଂଗ୍ରେସର ପ୍ରଦୀପ ମାଝି ୧୭୦୬ ଏବଂ ବିଏସପିର ଚନ୍ଦ୍ର ଧ୍ୱଜ ମାଝି ୬୮ ଖଣ୍ଡ ଭୋଟ ପାଇଛନ୍ତି। ଏବଂ ନୋଟାରେ ୨୨୪।

ସେହିପରି ନବରଙ୍ଗପୁରର ବିଧାନସଭାର ବିଜେପିର ଗୌରୀ ଶଙ୍କର ମାଝି ୨୪୦୮, କଂଗ୍ରେସର ସଦନ ନାୟକ ୩୧୪୧, ବିଜେଡି ସଦାଶିବ ପ୍ରଧାନ ୩୯୪୪,  ସ୍ୱାଧୀନ ବେଦବ୍ୟାସ ଭାତରା ୨୨୬ ପାଇଥିବା ବେଳେ ନୋଟା ୨୨୪।

Comment