ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭା ଆସନ ଲାଗି ଆସିଲା ବିଜେପିର ପ୍ରାର୍ଥୀ ତାଲିକା। ଗୁରୁବାର ଦିନ ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

କଟକ ବାରବାଟୀରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଘସିପୁରାରୁ ଶମ୍ଭୁନାଥ ରାଉତ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି ପ୍ରକାଶ ଚନ୍ଦ୍ର ରଣବିଜୁଳି।

Tags: #Politics #OdishaPolitics #AssemblyElections2024 #Odisha #BJP

Comment