ବିଜେଡି ଛାଡ଼ିଲେ ପ୍ରବୀଣ ଭଞ୍ଜଦେଓ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓା ମୋରଡ଼ାରୁ ତାଙ୍କୁ ବିଜେଡି ଟିକେଟ ନଦେବାରୁ ସେ ଦଳ ଛାଡ଼ିଛନ୍ତିା ଏହାସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ପଦରୁ ମଧ୍ୟ...

ଜଣେ ପ୍ରାର୍ଥୀ, ଦୁଇଟି ଆସନ – ପତିଆରା ନା ରାଜନୀତିକ ଆବଶ୍ୟକତା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଣେ ବ୍ୟକ୍ତି ଦୁଇଟି ଆସନରୁ ପ୍ରାର୍ଥୀ ହେବା ରାଜନୀତିକ ପତିଆରା ନା ଆବଶ୍ୟକତା? ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା କଂଗ୍ରେସ ସଭାପତି ରାହୁଲ...

ମୋଦିଙ୍କୁ ନବୀନଙ୍କ ଟାର୍ଗେଟ, ତ୍ରିପୁରା ସମୀକରଣ କାମ ଦେବନି ଓଡ଼ିଶାରେ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟାନାୟକ କଡ଼ା ସମାଲୋଚନା କରିଛନ୍ତି। ତ୍ରିପୁରା ଭଳି ଓଡ଼ିଶାରେ ଫଳାଫଳ ହେବ ରବିବାର ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଥିଲେ।...

ଅମାନବୀୟ – ୬ମାସର ଶିଶୁପୁତ୍ରକୁ ହତ୍ୟାକଲା ମଦ୍ୟପ ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଶା ଯେ ମଣିଷକୁ କେଉଁ ସ୍ତରକୁ ନେଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବିମଳ ପଞ୍ଚାୟତରେ। ନିଶାରେ ଜଣେ ବାପା ତାର...

ଆସନ୍ତାକାଲି ଓଡ଼ିଶା ଆସିବେ ମାୟାବତୀ, ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଜନ ସମାଜ ପାର୍ଟିର (ବିଏସ୍‌ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓଡ଼ିଶା ଆସୁଛନ୍ତି। ମାୟାବତୀଙ୍କର ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ବରମୁଣ୍ଡା ପଡ଼ିଆରେ...

ଭୁବନେଶ୍ୱର-ଉତ୍ତର ଆସନ : ଅପରାଜିତା ବନାମ୍‌ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପି ଭୁବନେଶ୍ୱର-ଉତ୍ତର ଲାଗି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଯାହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରାଜିତାଙ୍କ ଲାଗି ନିର୍ବାଚନ ଲଢ଼ି ଜିତିବା...

ବିଜେପି, ବିଜୟ ଓ ପାଟକୁରା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପୁଣିଥରେ ପାରମ୍ପରିକ ଆସନ ପାଟକୁରା ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ରା ବିଜୟଙ୍କୁ ବିଜେପି ପ୍ରାର୍ଥୀ କରିଛିା ବିଜୟ ପାଟକୁରାରୁ ପ୍ରାର୍ଥୀ ହେବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ନୂଆ...

ବିଜେପି ଘୋଷଣା କଲା ୩ଲୋକସଭା, ୧୧ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠୁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପି ପକ୍ଷରୁ ଆଜି ୩ଲୋକସଭା ଓ ୧୧ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣୁନ୍ତୁ କାହାକୁ କେଉଁଠୁ ଟିକେ ଦେଇଛି ଦଳ। ମୟୂରଭଞ୍ଜ – ବିଶେଶ୍ୱର ମଲ୍ଲିକ ଭଦ୍ରକ-ଅଭିମନ୍ୟୁ...

ଆଜି ଘୋଷଣା ହୋଇପାରେ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଆସିପାରେ ବିଜେଡିର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଏଥିପାଇଁ ବିଜେଡି ଶିବିରରେ ଅଙ୍କକଷା ଚାଲିଛି। ବିଧାନସଭା ଆସନ ହେଲା ଜୟଦେବ, ଭୁବନେଶ୍ୱର-ମଧ୍ୟ ଓ ଭୁବନେଶ୍ୱର- ଉତ୍ତର, କେନ୍ଦ୍ରାପଡ଼ାର ବରି। ଏନେଇ ନବୀନ ନିବାସରେ...

ବିଜେଡିର ଟିକେଟ  ଅସନ୍ତୋଷ – ପ୍ରଶାନ୍ତ ମଦୁଲିଙ୍କ ପ୍ରାର୍ଥିତ୍ତ୍ଵକୁ ନେଇ ବିକ୍ଷୋଭ

ଓଡ଼ଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ରବିବାର ସଂଧ୍ୟାରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ୯ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେଡି। ଯେଉଁଥିରେ କିଛି ଆସନରେ ଦଳ ନୂଆ ଚେହେରାଙ୍କୁ ଟିକେଟ ଦେଇଛି। ଏହି...