ମୋଦିଙ୍କ ‘ପିସି’ ଅଭିଯୋଗର ଜବାବ ଦେଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଫେରିବା ପରେ ମୋଦିଙ୍କୁ ଜବାବ ଉଜ୍ଜଳା ସ୍କାମ କଥା ଚିନ୍ତା କର ପେଟ୍ରୋଲ-ଡିଜେଲ ଦର ବିଷୟରେ ଚିନ୍ତା କର ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ କଡ଼ା...

ଝାରସୁଗୁଡ଼ା, ତାଳଚେରରୁ ମୋଦି ମାରିଲେ ବାଣ – ‘ଭ୍ରଷ୍ଟାଚାରରେ ବୁଡ଼ିଛନ୍ତି ଓଡ଼ିଶା ସରକାର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ା ଏବଂ ତାଳଚେର ସମାବେଶରୁ ମୋଦି ସିଧାସଳଖ ନବୀନଙ୍କ ନାଁ ନେଇ ହମ୍‌ଲା କରିଛନ୍ତି। "ଚାରା ରୋପଣଠାରୁ ପଲିଥିନ ବଣ୍ଟନ। ସିଞ୍ଚାଇ ଯୋଜନାଠାରୁ ସଡ଼କ ନିର୍ମାଣ। ସବୁଠି...

ଅଭିଜିତ ଆୟାର ମିତ୍ର ନିଜକୁ ବଡ଼ ପଣ୍ଡିତ ଭାବୁଛନ୍ତି – ଅରୁଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=pWOuWJpMu-Y] ଓଡ଼ିଶାର ଐତିହ୍ୟ କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ସାମ୍ବାଦିକ ଅଭିଜିତ ଆୟାର ମିତ୍ର। ଅଭିଜିତଙ୍କ ମନ୍ତବ୍ୟକୁ ବିଧାନସଭାରେ କଡ଼ା ଭାଷାରେ...

ପୋଲିସକୁ ଚିଠି ଲେଖିଲେ ବୈଜୟନ୍ତ: କହିଲେ, “କନଫ୍ୟୁଜନ କରୁଛି ନୋଟିସ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସକୁ ଚିଠି ଲେଖି ନୋଟିସ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗ ନେଇଛି ନୂଆ ମୋଡ଼। ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର...

ଶନିବାର ଓଡ଼ିଶା ଆସିବେ ମୋଦି, ଝାରସୁଗୁଡ଼ା ଏୟାରପୋର୍ଟ କରିବେ ଲୋକାର୍ପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସକାଳ ୮ଟା୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦି ସ୍ୱତନ୍ତ୍ର ହେଲିକପ୍ଟରରେ ଯିବେ ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ କରିବେ ଶିଳାନ୍ୟାସ ବିଶାଳ ଜନସମାବେଶକୁ ଦେବେ ଉଦବୋଧନ ଝାରସୁଗୁଡ଼ା ଏୟାରପୋର୍ଟକୁ...

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ସେ କେବେ ଏବଂ କେଉଁ ସ୍ଥାନକୁ ଆସିବେ...

ଅଭିଜିତ ଆୟାରଙ୍କ ମୁଣ୍ଡରେ ଓଡ଼ିଶା ବିଧାନସଭା ବେତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା, କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ପ୍ରତ ଅପମାନସୂଚକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ସାମ୍ବାଦିକ ଅଭିଜିତ ଆୟାର। ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ନେଇ ଗତ...

କଂଗ୍ରେସରେ ଜର୍ଜ ତିର୍କୀ – ଜୁଏଲଙ୍କ ନିଦ ହଜିବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ। ଓଡ଼ିଶା କଂଗ୍ରେସ ପାଇଁ ନିଶ୍ଚିତରେ ଏହା ଏକ ଭଲ ଖବର। ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ପାଗଳ...

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପୋଲିସ ଦେବାଶିଷଙ୍କୁ...

ବିଜେଡି କହିଷ୍କାର ଉପରେ ପ୍ରଶ୍ନ ଉଠାଇଲେ ଦାମ – କହିଲେ, “ମୁଁ ଏବେ ବି ବିଜେଡିରେ”

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ। ଜଣେ ସଂପାଦକ କିଭଳି ବହିଷ୍କାର ନେଇ ଚିଠି ଲେଖିଲେ? କାର୍ଯ୍ୟକାରିଣୀ ବୈଠକ ଡାକି ବହିଷ୍କାର କରିବା କଥା। କିନ୍ତୁ ତାହା କରାଯାଇନାହିଁ।...