ଆଜି ଶପଥ ନେବେ କୁମାରସ୍ୱାମୀ: ବେଙ୍ଗଳୁରୁରେ ପହଞ୍ଚିଲେଣି ବହୁ ବିଜେପି ବିରୋଧୀ ଦଳର ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ...

କର୍ଣ୍ଣାଟକରେ ଛିଣ୍ଡିଲା ଭାଗବଣ୍ଟା: କଂଗ୍ରେସକୁ ମିଳିଲା ଉପ-ମୁଖ୍ୟମନ୍ତ୍ରୀ, ବାଚସ୍ପତି ପଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ଚାଲିଥିବା ଭାଗବଣ୍ଟାର ସମାଧାନ ହୋଇଛି। କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ମିଳିଛି। ଏହାସହ ୩୪ ଆସନ ବିଶିଷ୍ଟ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଜଣ ଏବଂ ଜେଡିଏସ୍‌ର ୧୨...

୨୬ରେ କଟକ ଆସିବେ ମୋଦି, ଅପରାହ୍ଣ ୩ଟା୨୫ରେ ଭୁବନେଶ୍ୱରରେ ପହଞ୍ଚିବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଦିନିକିଆ କଟକ ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟରରେ କଟକ ଯିବେ ମୋଦି ନରାଜରେ ଅସ୍ଥାୟୀ ହେଲିପ୍ୟାଡ ...

କର୍ଣ୍ଣାଟକରେ ଛିଣ୍ଡୁନି ଅଙ୍କ: କିଏ ହେବେ ମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଦିନକ ପରେ ଏଚ୍‌ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ହେଲେ ଏଯାଏଁ କିଏ ମନ୍ତ୍ରୀ ହେବେ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ। କଂଗ୍ରେସ-ଜେଡିଏସ୍‌ ମେଣ୍ଟର ନେତା ଏଚ୍‌...

ପଟ୍ଟନାୟକ ବ୍ରଦର୍ସଙ୍କୁ ତୀର ମାରିଲେ ଜୁଏଲ: କହିଲେ, “ବିଜେଡି-କଂଗ୍ରେସ ଭିତରେ ସମନ୍ୱୟ ରଖୁଛନ୍ତି ସୌମ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ରହିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି କେନ୍ଦମ୍ରନ୍ତ୍ରୀ ଜୁଏଲ ଓରାମ।...

ନୂଆଦିଲ୍ଲୀରେ ସୋନିଆ-ରାହୁଲଙ୍କୁ ଭେଟିଲେ କୁମାରସ୍ୱାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏଚ୍‌ ଡି କୁମାରସ୍ୱାମୀ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ...

ଦକ୍ଷତା ବିକାଶର ନୂଆ ପରିଭାଷା: ସ୍କିଲଡ୍‌ ଇନ୍ ଓଡ଼ିଶା

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଆଜି ଦେଶରେ ଏକ ଉଦାହରଣ ପାଲଟିଛି ଓଡ଼ିଶା। ଆଜିର ଯୁଗରେ ଦକ୍ଷତା କେବଳ ନିଯୁକ୍ତି ବା ଆତ୍ମନିଯୁକ୍ତି ନୁହେଁ, ବରଂ ଜଣେ ମଣିଷର ଜୀବନଧାରଣର ମାନକୁ ସମ୍ପୂର୍ଣ୍ଣ...

ଭାରତର କ୍ରୀଡ଼ା ରାଜଧାନୀ – ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନେ କ୍ରୀଡ଼ାକ୍ଷେତ୍ରରେ ନିଜର ପରିଚୟ ଖୋଜୁଥିବା ଓଡ଼ିଶା ଆଜି ପାଲଟିଛି ଦେଶର କ୍ରୀଡ଼ା ରାଜଧାନୀ। ହକି ବିଶ୍ୱକପ୍‍ ୨୦୧୮। ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆାରମ୍ଭ ହୋଇଯାଇଛି ଅବଗଣନା। ପୁଣି ଥରେ ବିଶ୍ୱ...

ଭାରତର ଏକ ଶିଳ୍ପ ହବ୍ ହେବାକୁ ଯାଉଛି ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦ୍ୟୋଗ ପ୍ରତିଷ୍ଠା ଓ ବିକାଶ ପାଇଁ ଓଡ଼ିଶାରେ ଆସିଛି ଅନୁକୂଳ ପରିବେଶ। ଭାରତରେ ଓଡ଼ିଶା  ଏକ ପ୍ରମୁଖ ଶିଳ୍ପ ହବ୍ ଭାବେ ପରିଚୟ ହାସଲ କରିବାକୁ ଯାଉଛି। ଦିନେ ଶିଳ୍ପ ଏବଂ ଉଦ୍ୟୋଗ...

କମଦିନର ମୁଖ୍ୟମନ୍ତ୍ରୀ: ଜଗଦମ୍ବିକା ପାଲଙ୍କଠାରୁ ୟେଦୁରପ୍ପାଙ୍କ ଯାଏଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଏସ ୟେଦୁରପ୍ପା ମାତ୍ର ୫୫ଘଣ୍ଟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ରହି ଇସ୍ତଫା ଦେଇଛନ୍ତି। ଜଗଦମ୍ବିକା ପାଲଙ୍କ ପରେ ସବୁଠୁ କମ୍ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ରେକର୍ଡ ନିଜ ନାମରେ କରିଛନ୍ତି ୟେଦୁରପ୍ପା। କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମା...