ନିରଞ୍ଜନଙ୍କ ପାଇଁ ବଡ଼ ଚାଲେଞ୍ଜ: ଦିନ କମ୍, କାମ ବହୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅକ୍ଷୟ ତୃତୀୟାକୁ ସାଧାରଣତଃ କୃଷିକର୍ମ ଆରମ୍ଭର ସମୟ ବୋଲି ଧରାଯାଏ। ସେହି ଦୃଷ୍ଟିରୁ ଅଖିମୁଠି ଅନୁକୂଳ ପରେ ଯାଇ କଂଗ୍ରେସର ଭାଗ୍ୟ ଫିଟିଲା ବୋଲି ଧରିନେବାକୁ ପଡ଼ିବ। ପିସିସି ସଭାପତି...
୧୭ ବର୍ଷରେ ୬ ପିସିସି ସଭାପତି: କେବେ ସୁଧୁରିବ ଓଡ଼ିଶା କଂଗ୍ରେସର ଭାଗ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ କଂଗ୍ରେସ ସଙ୍ଗଠନ ସୁଧୁରିବା ବଦଳରେ ଭୁଶୁଡ଼ି ପଡ଼ୁଛି। ୨୦୧୯ ପୂର୍ବରୁ...
ଆଜିର ବଡ଼ ଖବର (୨୦ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
୧୭ ବର୍ଷରେ ୬ ଥର: ଆଉ ବଦଳିବେ କେତେ ପିସିସି ସଭାପତି?
ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ...
ରାହୁଲ ଖେଳିଲେ ସିନିୟର କାର୍ଡ, ବରିଷ୍ଠ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୁରୁବାର ଓଡ଼ିଶା କଂଗ୍ରେସର ନବକଳେବର କରିଛନ୍ତି। ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟାଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ କରିଛନ୍ତି।...
ବୈଜୟନ୍ତଙ୍କ ଘରୁ ନବୀନଙ୍କ ଶିବିରକୁ ତୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି-ବୈଜୟନ୍ତ ବିବାଦର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ଜଣେ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ବିଜେଡି ଶିବିରକୁ ତୀର ମାରିବା...
ବୈଜୟନ୍ତ ସମର୍ଥକଙ୍କ ପ୍ରେସମିଟ୍: କହିଲେ, “ସାଂସଦଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ୁଛି ବୈଜୟନ୍ତ-ବିଜେଡି ବିବାଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିରକୁ ବିଜେଡି ନେତା ଟାର୍ଗେଟ୍ କରିବା ପରେ ଆଜି ବୈଜୟନ୍ତଙ୍କ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ଭୁବନେଶ୍ୱରସ୍ଥିତ ସାଂସଦଙ୍କ ବାସଭବନରେ...
ପିସିସି ମୁଖିଆ ନିରଞ୍ଜନ: ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ଆରମ୍ଭ କରିବେ ସେକେଣ୍ଡ ଇନିଂସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ପିସିସି ସଭାପତି ହେଲେ ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ସଯୋଗ କରିବା ପାଇଁ ତିନି ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ...
ଆଜିର ବଡ଼ ଖବର (୧୯ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ଏସ୍ଆଇଟି ତଦନ୍ତ ହେବ ନାହିଁ: ସୁପ୍ରିମକୋର୍ଟ
ଜଷ୍ଟିସ୍ ଲୋୟା ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଆଉ ଏସ୍ଆଇଟି ତଦନ୍ତ ହେବ ନାହିଁ...
ହଟିଲେ ପ୍ରସାଦ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ହୋଇଛନ୍ତି। କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ ଏନେଇ ନୂଆଦିଲ୍ଲୀଠାରେ ଘୋଷଣା କରିଛନ୍ତି।
ଏହାସହ ନିରଞ୍ଜନଙ୍କୁ ସହଯୋଗ...
ଓଡ଼ିଶା କଂଗ୍ରେସ: ପ୍ରଭାରି ମାଳମାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କଂଗ୍ରେସରେ ପ୍ରଭାରି ମାଳମାଳ। ପୂର୍ବରୁ ଜଣେ କିମ୍ବା ଦୁଇ ଜଣ କେନ୍ଦ୍ର ନେତାରେ କାମ ହେଉଥିଲା। ହେଲେ ଏବେ ଚାରି ଜଣ କେନ୍ଦ୍ର ନେତା ଓଡ଼ିଶା କଂଗ୍ରେସ କଥା ବୁଝିବା...




















