ଠିକାଦାରଙ୍କୁ ଗୁଳିମାଡ଼: ସୁଶାନ୍ତ-ରଞ୍ଜିତାଙ୍କୁ ରିମାଣ୍ଡରେ ନେଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। କଟକ ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେବା ପରେ ସଦର ପୋଲିସ ଏହି ଦୁଇ...
ଆଜିଠୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବେ ଶିକ୍ଷା ସହାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷା ସହା଼ୟକ
୪ଟି ଦାବି ମାନିଲେ ରାଜ୍ୟ ସରକାର
ବଦଳିଲା ଶିକ୍ଷା ସହାୟକଙ୍କ ନାଁ
ସପ୍ତମ ବେତନ କମିସନଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ...
ମହାନଦୀ ଟ୍ରିବ୍ୟୁନାଲ: ଜାଣନ୍ତୁ କିଏ ଏହି ତିନି ଜଣ ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସୋମବାର ଟ୍ରିବ୍ୟୁନାଲ ଗଠନ ହୋଇଛି। ଜଷ୍ଟିସ ଖାନବିଲକରଙ୍କୁ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ଏହାସହ...
ପ୍ରସାଦଙ୍କୁ ନେଇ କଂଗ୍ରେସରେ ବଢ଼ିଲା କଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର...
ବିଜେପୁର ଭୋଟରଙ୍କୁ ଧନ୍ୟବାଦ ଦେଲେ ନବୀନ: କହିଲେ, “ବିକାଶର ରାସ୍ତା ବାଛିଛନ୍ତି ବିଜେପୁରବାସୀ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ପ୍ରାର୍ଥୀଙ୍କୁ ବିଜେପୁର ଭୋଟର ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଦେଇଛନ୍ତି ଧନ୍ୟବାଦ।
ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ସପକ୍ଷରେ ବିଜେପୁରବାସୀ...
ଭୋପାଳରେ ପ୍ରାର୍ଥିପତ୍ର ଦାଖଲ କଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୨ରେ ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେଉଛି। ସେ ପୁଣିଥରେ ରାଜ୍ୟସଭା ଯିବା ପାଇଁ ମଧ୍ୟପ୍ରଦେଶରୁ ପ୍ରାର୍ଥୀ ହୋଇଛନ୍ତି। ସୋମବାର ସେ ପ୍ରାର୍ଥିପତ୍ର ଦାଖଲ...
ବିଜେପିର ଗତି କୁଆଡେ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ଜାନୁଆରୀ ମାସରେ ଯେତେବେଳେ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଲା ଓଡ଼ିଶାର ବିଜେପି ନେତାମାନେ କହିବା ଆରମ୍ଭ କଲେ ଯେ ଓଡ଼ିଶାରେ ବିଜେଡିର ସମୟ ଶେଷ ହୋଇ ଆସିଲାଣି। ଏହି...
ବିଜେପି ଉପରେ ବର୍ଷିଲେ ସୋନିଆ: କହିଲେ, “୨୦୧୯ରେ ସରକାର ଗଢ଼ିବ କଂଗ୍ରେସ”
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବିଜେପି ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ କହିବା ସହ ୨୦୧୯ରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ...
ସୌମ୍ୟ ଧନୀ, ଅଚ୍ୟୁତ ବିଜେଡିର ଗରିବ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପାଇଁ ବିଜେଡିର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ ସହ ସତ୍ୟପାଠ ଜରିଆରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦର୍ଶାଇଛନ୍ତି। ସତ୍ୟପାଠରୁ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ଏବଂ...
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ପୁଣି ଉଠାଇବୁ: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଅନୁରୂପ ଦାବିକୁ ଉଠାଇଛି। ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ...




















