ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସିନେମା ହଲରେ ଜାତୀୟ ସଙ୍ଗୀତଗାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୁର୍ଣ୍ଣ ଶୁଣାଣି କରିଛନ୍ତି। ନିଜ ପୂର୍ବ ଆଦେଶକୁ ସଂଶୋଧନ କରି ସୁପ୍ରିମକୋର୍ଟ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ...

ବାହାରିନରେ କଂଗ୍ରେସ ଅଧ୍ୟକ୍ଷ ଦେଲେ ଭାଷଣ, ଜାଣନ୍ତୁ କ’ଣ କହିଲେ ରାହୁଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ବାହାରିନରେ ପ୍ରବାସୀ ଭାରତୀୟଙ୍କ ଆଗରେ ଭାଷଣ ଦେଇଛନ୍ତି। ଭାଷଣ ଦେବା ବେଳେ ରାହୁଲ୍‌ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଜାଣନ୍ତୁ ରାହୁଲ୍‌ କ'ଣ କହିଥିଲେ। -ଭାରତ...

ହାଇକମାଣ୍ଡଙ୍କ ୬ ଧାଡ଼ିଆ ପ୍ରେସ୍ ରିଲିଜକୁ ନେଇ କଂଗ୍ରେସରେ ଦ୍ୱନ୍ଦ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥଣ୍ଡା ପଡ଼ି ଯାଇଥିବା କଂଗ୍ରେସ ଶିବିରରେ ପୁଣି ହଟଚମଟ ଆରମ୍ଭ ହୋଇଛି। ୬ ତାରିଖରେ ୬ ଧାଡ଼ିଆ ପ୍ରେସ୍‌ ରିଲିଜ ଏଆଇସିସିରୁ ଆସିବା ପରେ କଂଗ୍ରେସ ଶିବିର ଗରମ୍‌ ହୋଇଯାଇଛି। ରାହୁଲ...

ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼: ବିଜେପୁର ରାଜନୀତି ଗୋଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଗର୍ଜିଛି ବନ୍ଧୁକ। ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ନେଇ ଆରମ୍ଭ ହୋଇଛି ରାଜନୀତି। ଏହି ଘଟଣାରେ ବିଜେଡିକୁ ଦାୟୀ କରିଛି ବିଜେପି। ବିଜେପି ଅଭିଯୋଗର ବିଜେଡି ଦେଇଛି...

ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ୧୪ଟି ଜିଲ୍ଲାରେ ଆରମ୍ଭ ହୋଇଛି ଆନ୍ଦୋଳନ ୧୭ ତାରିଖ ଯାଏଁ ଚାଲିବ ଧାରଣା ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଧାନର...

ଲାଲୁଙ୍କୁ ଜେଲ୍ ହେଲେ ଲାଭ କାହାର?

ନୀଳାମ୍ବର ରଥ ଗୋପାଳନ ଏକ ଭଲ ବ୍ୟବସାୟ। ଏ କଥା ଆଉ କାହାଠାରୁ ନହେଲେ ମଧ୍ୟ ବିହାରୀ ନେତା ଲାଲୁଙ୍କଠାରୁ ଶିଖିବାକୁ ହେବ। ଆହୁରି ରାଜନୀତି-ପ୍ରଶାସନ-ଦୁର୍ନୀତି ଏହି ତିନୋଟି ଶବ୍ଦ କେତେ ଘନିଷ୍ଠ ଏ...

ମହାନଦୀ ବିବାଦ: ପିଙ୍ଗପଙ୍ଗ ଖେଳ

ଭାସ୍କର ପରିଚ୍ଛା   ଟ୍ରିବୁନାଲ ହିଁ ଏକମାତ୍ର ବିକଳ୍ପ: ନବୀନ ଆଲୋଚନାର ବିକଳ୍ପ ନାହିଁ: ଧର୍ମେନ୍ଦ୍ର ମହାନଦୀ ଜଳ ବିବାଦ ପୁଣି ଥରେ ବିବାଦରେ ଫସିଛି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଛତିଶଗଡ଼ ସହିତ...

ହାଇକୋର୍ଟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରଦ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟରେ ରାଜ୍ୟ ନିର୍ବାଚନ କମିଶନ(ଇସି)ଙ୍କ ନିର୍ଦ୍ଦେଶ କାଟ୍ ଖାଇଛି। କେନ୍ଦୁଝରଗଡ଼ ପୌରପାଳିକାର ୯ ବିଜେଡି କାଉନସିଲର ତାଙ୍କ ପଦ ବଜାୟ ରଖିଛନ୍ତି। ଦଳୀୟ ହ୍ୱିଇପ୍ ସତ୍ତ୍ୱେ ପୌରାଧ୍ୟକ୍ଷା ମୀନା ମାଝିଙ୍କ...

ପ୍ରସାଦଙ୍କୁ ମିଳିଲା ଆଶ୍ୱସ୍ତି: ଏଆଇସିସି କହିଲା, “ଏବେ ବଦଳିବେନି ପିସିସି ସଭାପତି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ପରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏବେ ପିସିସି ସଭାପତି ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜିରେ କୁହାଯାଇଛି। ଫଳରେ...

୭ ଥର ଜେଲ୍ ଗଲେଣି ଲାଲୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ ସହିତ ଲାଲୁପ୍ରସାଦ ଯାଦବଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ଅନେକବାର ଲାଲୁ ବିଭିନ୍ନ ମାମଲାରେ ଜେଲ୍‌ ଯାଇଛନ୍ତି। ବର୍ତ୍ତମାନସୁଦ୍ଧା ଲାଲୁ ଜେଲ୍‌ରେ ୩୭୫ ଦିନ କାଟି ସାରିଛନ୍ତି। ଚାରା ଦୁର୍ନୀତି...