ଲାଲୁଙ୍କୁ ଜେଲ୍: ଜାଣନ୍ତୁ କିଏ କ’ଣ କହିଛନ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲାରେ ବିହାରର ଭେଟେରାନ୍‌ ରାଜନେତା ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହି ଦଣ୍ଡାଦେଶ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି। ଜାଣନ୍ତୁ ଲାଲୁଙ୍କ...

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର ଦାସଙ୍କ ସରକାରୀ କ୍ଵାଟର୍ସରେ ସିବିଆଇ ଅଧିକାରୀମାନେ ରାତିଅଧିଆ ପଶିବା ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ...

ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ୍, ୫ ଲକ୍ଷ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲାର ରାୟ ଶନିବାର ପ୍ରକାଶ ପାଇଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସଭାପତି ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହାସହ ୫ ଲକ୍ଷ ଟଙ୍କା ଜରିମାନା...

ମହାନଦୀ ମହାବିବାଦ: କେନ୍ଦ୍ର ଉପରେ ପୁଣି ବର୍ଷିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀକୁ ନେଇ କେନ୍ଦ୍ରକୁ ପୁଣି ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ପକ୍ଷପାତିତା କରୁଥିବା ଅଭିଯୋଗ କରିଛି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେଡି ମହାନଦୀକୁ ନେଇ ରାଜନୀତି...

ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେନି ଆଦିବାସୀ ପରିବାର: ଜୁଏଲ୍ ଓରାମ୍

ଓଡ଼ିଶାଲାଇଭ୍ ବ୍ୟୁରୋ "ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି ଆଦିବାସୀ ପରିବାର ପ୍ରତି କ୍ଷତି ପହଁଚିବାର ସମ୍ଭାବନା ନାହିଁ। ଯଦି ରାଜ୍ୟ ସରକାର ସୀମାରେ ପାଣି ପ୍ରବାହ ତଦାରଖ ପାଇଁ ଏକ ତଟବନ୍ଧ ନିର୍ମାଣ...

ସରିଲା ଶୀତ ଅଧିବେଶନ: ଝୁଲିକି ରହିଲା ତିନି ତଲାକ୍ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ପାରିଲା ନାହିଁ ତିନି ତଲାକ୍ ବିଲ୍। ଲୋକସଭାରେ ପାସ୍‌ ହେବା ପରେ ବିରୋଧୀ ସଂଶୋଧନ ଦାବି କରିବାରୁ ଏହି ବିଲ୍‌ ରାଜ୍ୟସଭାରେ ଝୁଲିକି ରହିଛି। ବଜେଟ୍ ଅଧିବେଶନରେ...

ଜେଲରୁ ମୁକୁଳିଲେ ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିସୋର୍‌ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍‌ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ...

ଗୋଖାଦ୍ୟ ଦୁର୍ନୀତି: ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିଲେ ଲାଲୁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଚ୍‌ ଡି ଦେବେଗୌଡାଙ୍କ ସରକାର ପତନ ପରେ କଂଗ୍ରେସ ସହ ନୂଆ ବୁଝାମଣା କରି ପ୍ରଧାନମନ୍ତ୍ରୀ ହୋଇଥାନ୍ତି ଗୁଜରାଲ୍‌। କୁହାଯାଏ ଯେ, ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ପଦରୁ...

ବଢ଼ିଲାନି ଧାନର ଏମ୍‌ଏସପି: ୮ରୁ ୧୨ଟି ଜିଲ୍ଲାରେ ବିଜେଡିର ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ। ବଢ଼ିଲାନି ଧାନର...

କ’ଣ ହେବ ତିନି ତଲାକ୍‌ ବିଲର ଭାଗ୍ୟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ପରି ଗୁରୁବାର ମଧ୍ୟ ତିନି ତଲାକ୍‌ ବିଲ୍‌କୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଯୋଗୁଁ ଆଜିର କାର୍ଯ୍ୟକାଳ ଅଚଳ ହୋଇଯାଇଛି। ଫଳରେ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ...