ଦିନ ସାରା ଥାନାରେ ବସିଲେ ଗୋଲକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିନ ତମାମ୍ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ରହିବାକୁ ପଡ଼ିଛି। ମାରାଥନ୍ ଜେରା କରି ପୋଲିସ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଲିଙ୍କ୍ ଖୋଜିଛି।
ଛତ୍ରପୁର ପୋଲିସ ଆଜି...
ଗୋଲକଙ୍କୁ ଜେରା କଲା ଛତ୍ରପୁର ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୬୧ ଧାରରେ ବୟାନ ରେକର୍ଡ ପରେ ଗୋଲକଙ୍କୁ ଛାଡ଼ିଲା ପୋଲିସ
୪୦ ଜଣିଆ ଟିମ୍କୁ ନେଇ ଛତ୍ରପୁରରେ ହାଜର ହୋଇଥିଲେ ଗୋଲକ
ଗୋଲକଙ୍କ ଗିରଫ ଦାବିରେ ବିଜେଡିର ପୁଣି ବିକ୍ଷୋଭ
ବିଜେପି...
‘ପୋଚିଂ’ରେ ଧର୍ମେନ୍ଦ୍ର ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପକ୍ଷୀ ଶିକାର, ହାତୀ ଶିକାର କଥା ଆମେ ସମସ୍ତେ ଖବରକାଗଜରେ ପଢିଥାଉ। ଏବେ କିନ୍ତୁ ରାଜ୍ୟରେ ଆଉ ଏକ ଶିକାର ଜୋରସୋର ଚାଲିଛି। ତାହା ହେଉଛି ନେତା ଶିକାର। ଏହି ଶିକାର...
ହିମାଚଳ ପ୍ରଦେଶ ଭୋଟ: ପ୍ରେମ୍ କୁମାର ଧୁମାଲ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୬୮ ଆସନ ବିଶିଷ୍ଟ ଆସନ ପାଇଁ ନଭେମ୍ବର ୯ରେ ହେବ ହିମାଚଳ ପ୍ରଦେଶ ବିଧାନସଭା ଭୋଟ। ଏଥିପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି କ୍ୟାମ୍ପେନ୍ ଜୋରଦାର କରିଛନ୍ତି।...
ରିମାଣ୍ଡରେ ଗଲେ କୃଷ୍ଣ-ଦୁର୍ଯ୍ୟୋଧନ, ଡିଜିଙ୍କୁ ଭେଟିଲା ବିଜେପି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଦିନିଆ ରିମାଣ୍ଡରେ ଗଲେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ
ପଲିଟିକାଲ୍ ଲିଙ୍କ୍ର ଖିଅ ଖୋଜିବ ପୋଲିସ
ପୋଲିସ ଡିଜିଙ୍କୁ ସ୍ମାରକପତ୍ର ଦେଲା ବିଜେପି
ସିବିଆଇ ତଦନ୍ତ ସହ ଗଞ୍ଜାମ...
ଓଡ଼ଗାଁରେ ବିଜେଡିର ୨ୟ ପର୍ଯ୍ୟାୟ ପଦଯାତ୍ରା: ନେତା-କର୍ମୀ ଚାଲିଲେ ୨୭ କି ମି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବାଣ୍ଠପୁର ପଞ୍ଚାୟତରୁ ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି...
ତେଜିଲା ଗୋଲକଙ୍କ ଗିରଫ ଦାବି: ବ୍ରହ୍ମପୁରରେ ବିଜେଡିର ବିକ୍ଷୋଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଲକଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି
ଅମିତ୍ ଶାହାଙ୍କୁ କ୍ରିମିନାଲ କହିଲେ ଦେବାଶିଷ
ଗୋଲକଙ୍କୁ କାହିଁକି ଗିରଫ କରାଯାଇନି ପ୍ରଶ୍ନ କଲେ ମହାରଥୀ
ଭୁବନେଶ୍ୱର ଡିସିପି ଅଫିସ ଘେରିଲା ଓଡ଼ିଶା...
‘ସ୍କିଲ୍ ଇଣ୍ଡିଆ’କୁ ଝଟକା: ୨ ଦିନିଆ ନିଯୁକ୍ତି ମେଳାରେ ୨୦ ଜଣଙ୍କୁ ମିଳିଲା ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ‘ସ୍କିଲ୍ ଇଣ୍ଡିଆ’ ଯୋଜନା। ହେଲେ ଏହି ଯୋଜନା ବିହାରର ଛପରା ଜିଲ୍ଲାରେ ଫେଲ୍ ମାରିଥିବା ଆୟୋଜିତ ନିଯୁକ୍ତି ମେଳାରୁ ସ୍ପଷ୍ଟ...
ଗୁଜୁରାଟରେ ‘ପପି’ ପଲିଟିକ୍ସ: ସୋସିଆଲ ମିଡିଆରେ ଆଗରେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟରେ କଂଗ୍ରେସ-ବିଜେପି ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ ପୋଷା କୁକୁର ପପିକୁ ନେଇ।
ବାଜିଛି ଗୁଜୁରାଟ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରିଛନ୍ତି...
ବିଜେପି ଟାର୍ଗେଟରେ ଗଞ୍ଜାମ ଏସ୍ପି: ରାଜ୍ୟପାଳଙ୍କୁ ଫେରାଦ ହେଲେ ପ୍ରତିନିଧି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାଦରେ ଛନ୍ଦି ହୋଇଯାଇଥିବା ଗୋଲକ ମହାପାତ୍ର ନିଜେ ଘନଘନ ପ୍ରେସମିଟ୍ କରି ଏସ୍ପିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। କଲ୍ ରେକର୍ଡ଼କୁ ଜାଲ୍ କହିବା ସହ ଗଞ୍ଜାମ ଏସ୍ପିକୁ ପ୍ରଶ୍ନ ବାଣରେ...




















