ଆଜି ନୀଳାଦ୍ରି ବିଜେ, ରତ୍ନ ସିଂହାସନରେ ବିରାଜିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ...

ଆଜି ବାହୁଡ଼ିବେ ମହାବାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ନଅ ଦିନର ଲୀଳା ଖେଳା ସାରିବା ପରେ ଆଜି ରତ୍ନବେଦୀ ପାଇଁ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ବାହୁଡ଼ା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ...

ରଥଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ପରମ୍ପରା

ଓଡ଼ିଶାଲାଇଭ୍‍ ବ୍ୟୁରୋ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ...

ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମା’...

ରଥ ଟାଣି ବାହାରିନରେ ଓଡ଼ିଆମାନେ ପାଳିଲେ ଶ୍ରୀଗୁଣ୍ଡିଚା ଯାତ୍ରା  

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି। ସାଗାୟାଠାରେ ଥିବା ଇସ୍କନ ମନ୍ଦିର ଆନୁକୁଲ୍ୟରେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରାକୁ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି...

ନିଳାଦ୍ରୀ ବିଜେ ଦିନ ମହାପ୍ରଭୁଙ୍କୁ ଲାଗି ହୁଏ ରସଗୋଲା ଭୋଗ, ଜାଣନ୍ତୁ କ’ଣ ରହିଛି ଇତିହାସ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ରଥଯାତ୍ରାର ଆଜି ଶେଷ ଦିନ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ। ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି...

ଜାଣନ୍ତୁ, କେମିତି ହୁଏ ମହାପ୍ରଭୁଙ୍କ ଅଧରପଣା ପ୍ରସ୍ତୁତି?

ଓଡ଼ିଶାଲାଇଭ୍ ବ୍ୟୁରୋ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି...

ଶ୍ରୀଜିଉଙ୍କ ସୁନାବେଶ ପଛର ଐତିହାସିକ ଓ ତାତ୍ତ୍ଵିକ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=fTnGTjarxXY] ରଥ ଉପରେ ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର୍ ରଜତ କୁମାର କର। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ...

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ – ଜାଣନ୍ତୁ କେଉଁ ଠାକୁର କେଉଁ ଅଳଙ୍କାର ପିନ୍ଧିଥାନ୍ତି?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅନ୍ୟତମ। ମହାପ୍ରଭୁଙ୍କ ଏହି ବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ...

ଆଜି ପବିତ୍ର ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ...