ମହାପ୍ରଭୁଙ୍କ ଘଣ୍ଟ ସେବା ଓ ଘୋଷ ଘଣ୍ଟୁଆ

ମୋନାଲିସା ମିଶ୍ର [youtube https://www.youtube.com/watch?v=Ew5lCM990Ao]ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇସେବାର ପ୍ରକାର ଭିନ୍ନ ଭିନ୍ନ। ‘ଘଣ୍ଟସେବା’ର ବିବରଣୀ ଅନୁସାରେ- ଶ୍ରୀମନ୍ଦିରର...

ବାରଣାସୀରେ ଭାଙ୍ଗିଲା ୨୦୦ ବର୍ଷର ପରମ୍ପରା – ଗଡ଼ିଲାନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=4V_pI5TuG9c] ଐତିହାସିକ ସହର ବାରଣାସୀରେ କରୋନା ମହାମାରୀ ପାଇଁ ୨୦୦ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆଜି ବନ୍ଦ ରହିଛି। ଏହି ଯାତ୍ରା ଦେଖିବା ପାଇଁ ଲୋକମାନେ...

ଅହମ୍ମଦାବାଦରେ ମନ୍ଦିର ପରିସରରେ ଟଣା ହେଉଛି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=4V_pI5TuG9c] ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଟଣା ହୁଏ ରଥ। ଏଥର କିନ୍ତୁ କରୋନା ପାଇଁ ସବୁଠି ରଥଯାତ୍ରା ବନ୍ଦ। କେବଳ ପୁରୀରେ ରଥଯାତ୍ରାକୁ ଅନୁମତି ମିଳିଛି।...

ଶ୍ରୀକ୍ଷେତ୍ରରେ ସୁନାବେଶ – ଜାଣନ୍ତୁ କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଆସନ୍ତୁ ଜାଣିବା। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ...

ଜାଣନ୍ତୁ ଶ୍ରୀକ୍ଷେତ୍ରରେ ସୁନାବେଶ ପଛର ଐତିହାସିକ ଓ ତାତ୍ତ୍ୱିକ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fTnGTjarxXY] ରଥ ଉପରେ ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର୍ ରଜତ କୁମାର କର। (ଫଟୋ: ଷ୍ଟୁଡିଓ ମାମା, ପୁରୀ) ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ।...

ନିଆରା ବାରିପଦା ରଥଯାତ୍ରା – ଏଠି ମହିଳା ଟାଣନ୍ତି ସୁଭଦ୍ରା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ୧୯୭୫ ମସିହାରେ ରଚିଥିଲା ଏକ ଇତିହାସ, ଯାହାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଅନ୍ୟମାନେ ଅନୁସରଣ କରୁଛନ୍ତି। (ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ...

ତିନି ରଥରେ ଛଅ ଠାକୁର

ଶୁଭ୍ରାଂଶୁ ପଣ୍ଡା [youtube https://www.youtube.com/watch?v=JEHO6ZTIOak] ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଏହି ରଥରେ ଆଉତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି ତେବେ ଏହି ତିନି ରଥରେ ଛଅ ଠାକୁର କିଏ ଜାଣନ୍ତୁ। ଆରମ୍ଭ ହୋଇଯାଇଛି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଭିତରେ ତିନି ରଥର ଯାତ୍ରା ତିନୋଟି ନଉକାର ଭ୍ରମ ସୃଷ୍ଟି କରୁଛି। ରଥାରୁଢ଼ ହୋଇ  ଜଗତର ନାଥ...

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭାସ୍କର ମିଶ୍ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ।ବର୍ଷକରେ ଏହି ଦିନ ଲକ୍ଷାଧିକ ଭକ୍ତ ତଥାଦର୍ଶନାର୍ଥୀ ଏହି ମହୋତ୍ସବରେ ସଂଶ୍ଳିଷ୍ଟ ହୋଇଥାନ୍ତି। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। କେଉଁ ପ୍ରାଚୀନ ସମୟରୁ ଏହି ରଥଯାତ୍ରା ପୁରୁଷୋତ୍ତମ କ୍ଷେତ୍ରରେ ପାଳିତ ହେଉଛି, ତାହାର ସଠିକ ସମୟ ଅଦ୍ୟାବଧି ନିରୂପଣ ହୋଇ ପାରିନାହିଁ।...

ତିନି ରଥର ରକ୍ଷକ ସାଜନ୍ତି ଏହି ଦେବାଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଶ୍ରୀଗୁଣ୍ଡିଚା। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଏନେଇ ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି।...

ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହାପ୍ରସାଦ?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥ ଯେତିକି ରହସ୍ୟମୟ ସେତିକି ମଧ୍ୟ ରହସ୍ୟମୟ ତାଙ୍କ ମହାପ୍ରସାଦ ପ୍ରସ୍ତୁତି। ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଅନେକ ଲୋକଙ୍କ ମନରେ ଏବେ ବି ଏକ ଭୁଲ ଧାରଣା ରହିଛି। ଶ୍ରୀମନ୍ଦିର ରୋଷଶାଳାରେ...