ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ

ଭାସ୍କର ମିଶ୍ର ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ...

ଗଜପତି ମହାରାଜା ସେବା

ଡକ୍ଟର ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ବା ପ୍ରଧାନ ସେବକ ଗଜପତି ମହାରାଜାଙ୍କ ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା ଭାବେ ପରିଚିତ। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡ଼ା ଯାତ୍ରାରେ...

ଜାଣନ୍ତୁ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

ଓଡ଼ିଶାଲାଇଭ ବ୍ୟୁରୋ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି। ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରିବେ ଯାତ୍ରାରେ। ବିଶ୍ୱର ପ୍ରସିଦ୍ଧ ଏହି ବିରାଟ ଯାତ୍ରାରେ ଭକ୍ତ ଏବଂ...

ରଥରେ ନେତ ପରମ୍ପରା

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିଲାଗି ଚଳଚଞ୍ଚଳ ପୁରୀ ସହର। ଶ୍ରୀକ୍ଷେତ୍ରରେ ଚାଲିଥିବା ରଥନିର୍ମାଣ ପ୍ରାୟ ଶେଷ ହେବାକୁ ବସିଲାଣି। ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାକୁ ଉତ୍କଣ୍ଠାର ସହ...

ଶ୍ରୀଜୀଉଙ୍କ ବିଭିନ୍ନ ବେଶ

ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ ଭିନ୍ନ ଭିନ୍ନ ବେଶ ହୋଇଥାଏ। ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀମନ୍ଦିର ଭାରତ ତଥା ବିଶ୍ୱରେ ସୁପରିଚିତ। ଭାରତର ଚାରିଧାମ ମଧ୍ୟରୁ ପୁରୀ ଧାମ ବା ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ। ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର...

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ: ଶ୍ରୀଜୀଉଙ୍କ ଅଳଙ୍କାରର ଭଳିକି ଭଳି ନାଁ ଓ ରୂପ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସତରେ ରହସ୍ୟମୟ! ତେବେ ଏହି ରହସ୍ୟ କୌଣସି ଲୋକକଥା ବା ଅଲୌକିକତାକୁ ନେଇ ନୁହେଁ, ବରଂ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଭଳିକି ଭଳି...

ଶ୍ରୀମନ୍ଦିର ଓ ମଠ ସଂସ୍କୃତି

ଭାସ୍କର ମିଶ୍ର ପୁରୁଷୋତ୍ତମ କ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ମଠ ସଂସ୍କୃତିର ଉତ୍ପତ୍ତି ହୋଇଛି। ଦୀର୍ଘ ଆଠଶହ ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମର ମହତ୍ତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ। ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ ବା ବଡ଼, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ ଲମ୍ବ ଓ ହସ ହସ। କଳ୍ପନାରେ ଚତୁର୍ଭୁଜ ବୋଲି ଖ୍ୟାତ। ପ୍ରତ୍ୟେକ ହସ୍ତରେ...

ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା

ଶୁଭ୍ରାଂଶୁ ପଣ୍ଡା ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା। ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା ଇତି ବିଶ୍ବାବସୋର୍ବାଣୀଂ...

ଘଣ୍ଟ ସେବା ଓ ଘୋଷ ଘଣ୍ଟୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇସେବାର ପ୍ରକାର ଭିନ୍ନ ଭିନ୍ନ। ‘ଘଣ୍ଟସେବା’ର ବିବରଣୀ ଅନୁସାରେ- ଶ୍ରୀମନ୍ଦିରର ପ୍ରତ୍ୟେକ...