ଶରଧାବାଲିରେ ଲାଗିଲା ଦୁଇ ରଥ, ବଳଗଣ୍ଡି ଛକରେ ଅଟକିଲା ନନ୍ଦିଘୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ଲାଗିଲା ରଥ। ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିଥିଲା। ପଛରେ ଆସୁଥିବା ଜଗନ୍ନାଥଙ୍କ ରଥ...
‘ଜୟ ଜଗନ୍ନାଥ’ ସିନେମାର ସ୍ମୃତି ବଖାଣିଲେ କଳାକାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ଜୟ ଜଗନ୍ନାଥ’ ହେଉଛି ସବୁଠାରୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର, ଯାହା ‘ଜଗନ୍ନାଥ’, ‘ବଳଭଦ୍ର’ ଓ ‘ଲକ୍ଷ୍ମୀ’ଙ୍କ ଉପରେ ଆଧାରିତ। ଏଥିରେ ଏହି ତିନି ପ୍ରମୁଖ ଭୂମିକା ନିଭାଇଥିବା କଳାକାରଙ୍କ ଅନୁଭୂତିର...
ବଳଦେବଜୀଉଙ୍କ ଘୋଷଯାତ୍ରା, ଭକ୍ତଙ୍କ ଗହଳ ଚହଳରେ ଉଛୁଳିଲା ତୁଳସୀକ୍ଷେତ୍ର
କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ଼ ହେଲେ ଶ୍ରୀବଳଦେବଜୀଉ
ଧାଡ଼ି ପହଣ୍ଡିରେ ଆସିଲେ ତିନି ଠାକୁର
ରାଜପୁରୋହିତ କଲେ ଛେରା ପହଁରା
ବ୍ରହ୍ମତାଳଧ୍ୱଜ ରଥକୁ ଟାଣିଲେ ଶ୍ରଦ୍ଧାଳୁ
ରବିବାର...
ପ୍ରତୀକ୍ଷାର ଅନ୍ତ, ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ପ୍ରତୀକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା। ବର୍ଷାରେ ଭିଜିଭିଜି ଭକ୍ତମାନେ ନନ୍ଦିଘୋଷ ରଥକୁ ଟାଣିନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ...
ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]
ପ୍ରଭୁ ବଳଭଦ୍ରଙ୍କ ପରେ ରଥ ଗଡ଼ିବା ପରେ ଏବେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଭକ୍ତମାନେ ଟାଣି ନେଉଛନ୍ତି ମାଉସୀ ମା’ ମନ୍ଦିରକୁ। ବଡ଼ଦାଣ୍ଡରେ ଅହରହ ବର୍ଷା ଲାଗିରହିଥିବାବେଳେ ଶ୍ରୀଜୀଉଙ୍କୁ...
ରଥଯାତ୍ରା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
Greetings on the auspicious occasion of Rath...
ଛେରା ପହଁରା ନୀତିକାର୍ଯ୍ୟ ଆରମ୍ଭ, ପହଞ୍ଚିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ଆଜି ପବିତ୍ର ଘୋଷଯାତ୍ରା। ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ...
ଛେରା ପହଁରା ନୀତି ଶେଷ, ରଥରେ ଚାଲିଛି ଘୋଡ଼ା ଯୋଖା କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା...
ତିନିରଥ ବୁଲି ଦର୍ଶନ କଲେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆଜି ସବୁଠାରୁ ବଡ଼ ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଯିବେ ଗୁଣ୍ଡିଚା ଘର।
ସକାଳୁ...
ରଥଯାତ୍ରା ପାଇଁ ପୁରୀରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UzlhjuBP3cM]
ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି।
ଘଣ୍ଟ ଓ ହୁଳାହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ।...





















